0 Comment
ପୁରୀ : ପୁରୀର ସ୍ବର୍ଣ୍ଣାଭ ବେଳାଭୂମିକୁ ଲଗାତାର ତୃତୀୟ ବର୍ଷ ପାଇଁ ବ୍ଲୁ-ଫ୍ଲାଗ୍ ବିଚ୍ ମାନ୍ୟତା ମିଳିଛି। ପର୍ଯ୍ୟଟକଙ୍କ ପାଇଁ ହିତକର ସମୁଦ୍ର ସ୍ନାନ ଉପଯୋଗୀ ବ୍ୟବସ୍ଥା ଏବଂ ଉନ୍ନତ ଭିତ୍ତିଭୂମି ଗୋଲ୍ଡେନ ବିଚ୍ ପାଇଁ ପୁଣି ଏହି ସଫଳତା ଆଣି ଦେଇଛି। ସମଗ୍ର ଦେଶରେ ସ୍ନାନ ଅନୁକୂଳ ସମୁଦ୍ର ଭାବେ ପୁରୀ ବେଳାଭୂମିକୁ ଉଦାହରଣ ଭାବେ ଉପସ୍ଥାପନ କରାଯାଇଛି। ଡେନ୍ମାର୍କ ଫାଉଣ୍ଡେସନ୍ ଫର ଏନ୍ଭାର୍ଣ୍ଣମେଣ୍ଟାଲ ଏଜୁକେସନ ପକ୍ଷରୁ ପୁନର୍ବାର ସ୍ବର୍ଣ୍ଣାଭ ବେଳାଭୂମିକୁ ୩୩ଟି ମାନଦଣ୍ଡ ଆଧାରରେ... Read More