0 Comment
ଭୁବନେଶ୍ୱର : ସଡ଼କ ସୁରକ୍ଷା ଏବଂ ପରିବେଶ ନେଇ ରାଜଧାନୀରେ ଆୟୋଜିତ ହୋଇଛି କର୍ମଶାଳା । ସୁରକ୍ଷିତ ଯାତ୍ରା ନେଇ ରାଜ୍ୟ ପରିବହନ ବିଭାଗ ଏବଂ ସୋସାଇଟି ଅଫ ଅଟୋମୋଟିଭ ଫିଟନେସ ଆଣ୍ଡ ଏନଭାୟର୍ନମେଣ୍ଟ୍ – ସେଫ୍ ପକ୍ଷରୁ ଆୟୋଜିତ କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଉଦଘାଟନ କରିଥିଲେ । ପରିବହନ ମନ୍ତ୍ରୀ ଟୁକୁନି ସାହୁ, ୫-ଟି ସଚିବ ଭି.କେ ପାଣ୍ଡିଆନ, ପରିବହନ ସଚିବ ବିଷ୍ଣୁପଦ ସେଠୀ, ପରିବହନ କମିଶନର... Read More