0 Comment
ଭୁବନେଶ୍ୱର : ଭଦ୍ରକ ଆଖଣ୍ଡଳମଣି ପୀଠର ବିକାଶ କାମର ଆଜି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସଚିବ ୫-ଟି ସଚିବ ଭି.କେ ପାଣ୍ଡିଆନ । ଅପରାହ୍ନ ୪ଟାରେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ ମନ୍ଦିର ପରିଦର୍ଶନ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ । ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଓ ପୀଠର ବିକାଶମୂଳକ କାର୍ଯ୍ୟ ପାଇଁ ୨୧ କୋଟି ଟଙ୍କା ଦିଆଯାଇଛି । ମନ୍ଦିର ପାଇଁ ୬ କୋଟି, ସାଇନ୍ସ... Read More