0 Comment
ଭଦ୍ରକ : ପଞ୍ଚଭୂତରେ ଲୀନ ହେଲେ ବିଷ୍ଣୁ ସେଠୀ । ଗତ ସୋମବାର ବିଳମ୍ବିତ ରାତିରେ ଜନ୍ମ ମାଟି ତିହିଡି ମଙ୍ଗରାଜପୁର ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ମା’ବାପାଙ୍କ ସମାଧି ପାଖରେ ଶେଷକୃତ୍ୟ କରାଯାଇଛି । ପୁଅ ସୂର୍ଯ୍ୟବଂଶୀ ସୁରଜ ମୁଖାଗ୍ନି ଦେଇଥିଲେ । ବିଷ୍ଣୁଙ୍କୁ ଶେଷ ଦର୍ଶନ କରିବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ । ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ଭଦ୍ରକ ଧାମନଗର... Read More