0 Comment
ଭୁବନେଶ୍ୱର : ରାଜ୍ୟରେ ୧୬୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୭ ଓ ସ୍ଥାନୀୟ ଅଞ୍ଚଳରୁ ୬୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୩ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ବାଲେଶ୍ଵରରୁ ୧ , ବରଗଡରୁ ୧ , ଭଦ୍ରକରୁ ୩ , କଟକରୁ ୩୩ , ଦେବଗଡ଼ରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୩ ଜଗତସିଂହପୁରରୁ ୩ , ଯାଜପୁରରୁ ୫ ,କଳାହାଣ୍ଡିରୁ ୪,କନ୍ଧମାଳରୁ... Read More