0 Comment
କଟକ : ଅଗଷ୍ଟ ୨୭ରେ ଅନୁଷ୍ଠିତ ହେବାକୁ ଥିବା ଏଏସ୍ଓ ଲିଖିତ ପରୀକ୍ଷାକୁ ଘୁଞ୍ଚାଇବା ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ଏଥିସହିତ ମାମଲାର ଶୁଣାଣିରେ ହାଇକୋର୍ଟ ମଙ୍ଗଳବାର ଅନ୍ତ ଘଟାଇଛନ୍ତି । ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡି.ପି.ଷଡଙ୍ଗୀ ଓ ଏସ.ବେହେରା ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମାମଲାରୁ ପ୍ରକାଶ ଯେ, ଅଗଷ୍ଟ ୨୧ରେ ଏଏସଓ ପରୀକ୍ଷା ଅନୁଷ୍ଠିତ... Read More