0 Comment
ଭୁବନେଶ୍ବର : ରାଜ୍ୟରେ ବନ୍ୟାର ବିଭିଷୀକା ଜାରି ରହିଛି । ଏହାରି ମଧ୍ୟରେ ବ୍ୟବସାୟୀମାନେ ଜାଣିଶୁଣି ଦରଦାମ ବୃଦ୍ଧି କରିଥାନ୍ତି । ବନ୍ୟା ଭଳି ବିପଦ ସମୟରେ ହୋର୍ଡିଙ୍ଗ ବା ଜାଣିଶୁଣି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଦରଦାମ ବୃଦ୍ଧି ଏକ ଜାତୀୟ ଇସୁ। କିନ୍ତୁ ବନ୍ୟାକୁ ଦେଖି ଯେଉଁମାନେ ହୋର୍ଡିଙ୍ଗ କରୁଛନ୍ତି, ଦରଦାମ ବୃଦ୍ଧି କରୁଛନ୍ତି... Read More