0 Comment
ଭୁବନେଶ୍ୱର : ମହାନଦୀ ସିଷ୍ଟମ୍ ପରେ ଏବେ ସୁବର୍ଣ୍ଣରେଖା ଅବବାହିକାରେ ମାଡ଼ି ବଡ଼ ବନ୍ୟା ଆସୁଛି । ବନ୍ୟା ଜଳରେ ଫୁଲୁଛି ସୁବର୍ଣ୍ଣରେଖା ନଦୀ।ଆଜି ସକାଳ ୬ଟା ସୁଦ୍ଧା ରାଜଘାଟରେ ଜଳସ୍ତର ୧୧.୯୦ ମିଟର ରହିଛି । ରାଜଘାଟରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ତାହା ଆହୁରି ବଢ଼ିବ । ଆଜି ଦିନ ୧୨ଟା ବେଳକୁ ଜଳସ୍ତର ସର୍ବାଧିକ ରହିବ । ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଏହି ସୂଚନା... Read More