0 Comment
ବୌଦ୍ଧ : ବୌଦ୍ଧ ଜିଲା ଅବକାରୀ ବିଭାଗ ପକ୍ଷରୁ ୧୦୭ କେଜି ଗଞ୍ଜେଇ ସହିତ ଏକ ବୋଲେରୋ ଜବତ କରାଯାଇଛି । ତେବେ ଘଟଣା ସ୍ଥଳରୁ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛନ୍ତି । ସୂଚନା ଯେ, ଏକ୍ସସାଇଜ ଇନ୍ସପେକ୍ଟର ସାଗରୀକା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ବିଶ୍ଵସ୍ତ ସୂତ୍ରରୁ ଖବରପାଇ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ବ୍ରାହ୍ମଣୀପାଳ ନିକଟ ଗ୍ରାମ୍ୟ ଜଙ୍ଗଲରେ ଚଢଉ କରିଥିଲା । ଏଠାରେ ଗଞ୍ଜେଇ ଚାଲାଣ ପାଇଁ ଏକ ଗାଡ଼ିରେ ଗଞ୍ଜେଇ ଭର୍ତି କରୁଥିବା... Read More