0 Comment
ମୁମ୍ବାଇ : ଭୂମିକମ୍ପରେ ଥରିଲା ମହାରାଷ୍ଟ୍ରର କୋହ୍ଲାପୁର । ବୁଧବାର ମଧ୍ୟରାତ୍ରିରେ କୋହ୍ଲାପୁରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୧୨ଟା ୪ ମିନିଟ୍ ସମୟରେ ଏହି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି । ଭୂମିକମ୍ପର ଗଭୀରତା ଭୂପୃଷ୍ଠରୁ ୫ କିମି ତଳେ ଚିହ୍ନଟ ହୋଇଛି । ଏହାର କେନ୍ଦ୍ରସ୍ଥଳ କୋହ୍ଲାପୁରରୁ ୧୭୧ କିମି ଦୂର ପୂର୍ବରେ ଅବସ୍ଥିତ । ତେବେ ଭୂକମ୍ପ ଯୋଗୁଁ କୌଣସି... Read More