August 21, 2022 0 Comment ପଥର ଖଣି ଖାଲରେ ବୁଡି ଯୁବକ ମୃତଡେଲାଙ୍ଗ : ଡେଲାଙ୍ଗ କୁଆପଦା ଗ୍ରାମରେ ଅଘଟଣ l ସାଙ୍ଗ ମାନଙ୍କ ସହ ପଥର ଖଣି ଖାଲ ରେ ଗାଧୋଇବାକୁ ଯାଇଥିବା ବୁଡିଯାଇ ଯୁବକଙ୍କ ମୃତ୍ୟୁ l ମୃତ ଯୁବକଙ୍କ ନାମ ରାଜୀବ କୁମାର ନିସଙ୍କ l Others, ରାଜ୍ୟ Flood
August 21, 2022 0 Comment ମାଟି କାନ୍ଥ ପଡ଼ି ୮ ବର୍ଷର ନାବାଳିକା ମୃତବାରିପଦା: ମାଟି କାନ୍ଥ ପଡ଼ି ୮ ବର୍ଷର ନାବାଳିକା ମୃତ l ୧୯ ନମ୍ବର ଓ୍ୱାର୍ଡ ମାଛସାହିରେ ଖେଳୁଥିବା ବେଳେ ଅଘଟଣ ଘଟିଥିଲା l ରାଜ୍ୟ
August 21, 2022 0 Comment ରାଜଘାଟ ଠାରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖାବାଲେଶ୍ୱର : ଲଘୁଚାପ ବର୍ଷାରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଜଳ ଆସିଛି । ବର୍ଷା କମିଯାଇଥିଲେ ବି ବାଲେଶ୍ୱର ଜିଲାରେ ବନ୍ୟାର ବିଭୀଷିକା ଦେଖା ଦେଇଛି । ବାଲେଶ୍ୱର ଜିଲାରେ ପ୍ରବାହିତ ପ୍ରମୁଖ ୩ଟି ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଜଳେଶ୍ୱର ବ୍ଲକ ରାଜଘାଟ ଠାରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା । ଏହାର ବିପଦ ସଂକେତ ୧୦.୩୬ ଥିବା ବେଳେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୧୧.୧ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି... Read More ବାଲେଶ୍ୱର, ରାଜ୍ୟ
August 21, 2022 0 Comment ଆସନ୍ତା ୨୭ରେ ହେବ ଏଏସଓ ଲିଖିତ ପରୀକ୍ଷାଭୁବନେଶ୍ବର : ଆସନ୍ତା ୨୭ ତାରିଖରେ ହେବ ଏଏସଓ ଲିଖିତ ପରୀକ୍ଷା । ବନ୍ୟା ସ୍ଥିତି ଯୋଗୁଁ ପରୀକ୍ଷା ସ୍ଥଗିତ ଥିଲା । ଆସନ୍ତା ୨୭ତାରିଖରେ ସକାଳ ୯ରୁ ସାଢେ ୧୦ଟା ଯାଏଁ ପ୍ରଥମ ସିଟିଂ ପରୀକ୍ଷା ହେବ । ସାଢେ ୧୧ରୁ ଗୋଟାଏ ମଧ୍ୟରେ ହେବ ଦ୍ବିତୀୟ ସିଟିଂ ପରୀକ୍ଷା । ସାଢ଼େ ଦୁଇଟାରୁ ସାଢ଼େ ୪ଟା ଯାଏ ହେବ ତୃତୀୟ ସିଟିଂ ପରୀକ୍ଷା । ଓଡ଼ିଶା ପବ୍ଲିକ ସର୍ଭିସ କମିଶନ-ଓପିଏସି ପକ୍ଷରୁ ଏନେଇ ବିଜ୍ଞପ୍ତି... Read More ରାଜ୍ୟ
August 21, 2022 0 Comment ବନ୍ୟା ସ୍ଥିତି ଦୃଷ୍ଟିରୁ ଯୁକ୍ତ ଦୁଇ ନାମଲେଖା ସମୟସୀମା ବୃଦ୍ଧିଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗଣଶିକ୍ଷା ବିଭାଗ ଯୁକ୍ତ ଦୁଇ ନାମଲେଖା ପାଇଁ ସମୟ ସୀମା ବୃଦ୍ଧି କରିଛି | ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି | ୧୯ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ନାମଲେଖା ୨୫ ତାରିଖ ଯାଏଁ ଚାଲିବାର ଥିଲା । ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନାମଲେଖା ଜାରି ରହିବ ବୋଲି କୁହାଯାଇଥିଲା | ଏବେ ନାମଲେଖା... Read More ରାଜ୍ୟ
August 21, 2022 0 Comment ମୟୂରଭଞ୍ଜ ଓ ବାଲେଶ୍ବରରେ ନିଶ୍ଚିତ ହେବ ବନ୍ୟା : ଏସ୍ଆର୍ସିଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା। ମୟୂରଭଞ୍ଜ ଓ ବାଲେଶ୍ବରରେ ବନ୍ୟା ନିଶ୍ଚିତ ହେବା ନେଇ ଏସଆରସି ଦୃଢ଼ୋକ୍ତି ବାଢ଼ିଛନ୍ତି । ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍ ଖୋଲିଥିବାରୁ ଏହି ଆଶଙ୍କା ସୃଷ୍ଟି ହୋଇଛି । ପ୍ରତି ସେକେଣ୍ଡକୁ ୪ ଲକ୍ଷ ୨୫ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି, ଯାହା ସୁବର୍ଣ୍ଣରେଖା ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି ।... Read More ରାଜ୍ୟ
August 21, 2022 0 Comment ଶୁଣ୍ଢରେ କଚାଡି ଦେଲା ହାତୀ, ମହିଳା ମୃତରାଉରକେଲା : ସୁନ୍ଦରଗଡ଼ ରାଜଗାଙ୍ଗପୁର ମାଲଡିହି ପଞ୍ଚାୟତ ଦୁଡି ଗାଁ ଟୁଙ୍ଗୁରୀ ଟୋଲିର ଅଘଟଣ। ହାତୀ ଆକ୍ରମଣରେ ମହିଳା ମୃତ । ମୃତକ ଜଣକ ହେଲେ ଯାସମାନି ମିଞ୍ଜ ବୋଲି ଜଣାପଡିଛି । ସୂଚନା ଯେ, ରବିବାର ସକାଳ ସମୟରେ ଯାସମାନି ବାରିପଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ପାଖ ଜଙ୍ଗଲରେ ହାତୀଟି ପଶିଆଶିଥିଲା । ଦୁହେଁ ସମ୍ନାସାମ୍ନି ହେବାରୁ ଯାସମାନି ମିଞ୍ଜଙ୍କୁ ଶୁଣ୍ଢରେ କଚାଡି ଫିଙ୍ଗି ଦେଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ... Read More ରାଜ୍ୟ
August 21, 2022 0 Comment ରାଜ୍ୟରେ ଆଉ ୨୮୭ କରୋନା ସଂକ୍ରମିତ ଚିହ୍ନଟଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଉପରତଳ ହେଉଛି। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୬୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୧୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୬୨ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୫,୦୬୧କୁ ବୃଦ୍ଧି... Read More ରାଜ୍ୟ
August 21, 2022 0 Comment ୨୭ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦାଖଲ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶଭୁବନେଶ୍ୱର : ରାଜ୍ୟରେ ବନ୍ୟା ଜଳ ଏବେ ଛାଡ଼ିବାର ଲାଗିଥିବାବେଳେ ବିଭିନ୍ନ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟର ପ୍ରାୟ ୧୨ଟି ଜିଲାରେ ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷା ପ୍ରଭାବରେ ୧୦ଟି ଜିଲାରେ କ୍ଷୟକ୍ଷତି ହୋଇଛି । ଏହି ବନ୍ୟା ଓ ଲଗାଣ ବର୍ଷା ଯୋଗୁ ଫସଲ, ମତ୍ସ୍ୟ ଓ ପଶୁସମ୍ପଦର କ୍ଷୟକ୍ଷତି ରିପୋର୍ଟ ଚଳିତମାସ ୨୭ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ... Read More ରାଜ୍ୟ
August 21, 2022 0 Comment ଆଜି ଶ୍ରୀଜୀଉଙ୍କ ବଣଭୋଜି ବେଶପୁରୀ : ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରେ ପାରମ୍ପରିକ ରୀତିରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉ ମାନେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳାର କଥାବସ୍ତୁ ଉପରେ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନାନନ୍ଦ ଦେଇଥାନ୍ତି। ଏହି ପରିପ୍ରେକ୍ଷୀରେ ନବମୀ ଦିନ ନନ୍ଦଉତ୍ସବ ପରେ ଦଶମୀ ତିଥିରେ ପ୍ରଭୁ ଅନେକ ଲୀଳା କରିଥାନ୍ତି। ଆଜି ଭକ୍ତ ମାନଙ୍କୁ ବଣଭୋଜି ବେଶରେ ଦର୍ଶନ ଦେଇଥାନ୍ତି। ଲୀଳାମୟଙ୍କର ପ୍ରତ୍ୟେକ ଲୀଳାକୁ ଦର୍ଶନ କରିବା ପାଇଁ ଭକ୍ତ ବ୍ୟାକୁଳିତ ହୋଇଥାଏ। ଏହି... Read More ରାଜ୍ୟ