0 Comment
ମେଷ– ମେଷ ରାଶିର ବ୍ୟକ୍ତି ବିଶେଷମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ । ମନରେ ବିଶାଦ ଭାବ ସୃଷ୍ଟି ହୋଇପାରେ । ଲାଗି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିବେ। ସତସଙ୍ଗରେ ମନୋନିବେଶ କରିବେ । ବୃଷ– ଅଯଥା ବ୍ୟୟ ହେବା ସହିତ କିଛି ଦ୍ରବ୍ୟ କ୍ରୟ କରିପାରନ୍ତି । ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଉପୁଜିପାରେ । ଆତ୍ମବିଶ୍ୱାସର ଅଭାବ... Read More