0 Comment
ମେଷ: ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ଭାଗ୍ୟ ସାଥ୍ ଦେବ। ପ୍ରତିକୂଳ ପରିସ୍ଥିତିରେ ଆପଣ ଧୌର୍ଯ୍ୟର ସହିତ ଆଗକୁ ବଢ଼ିବେ। ଦୀର୍ଘ ଦିନରୁ କରିଥିବା ଯୋଜନା କାର୍ଯ୍ୟକାରୀ ହୋଇପାରେ। ବୃଷ: ନିଜର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ। କୌଣସି କାର୍ଯ୍ୟକୁ ଅଣଦେଖା କରନ୍ତୁ ନାହିଁ, ନଚେତ୍ ସମସ୍ୟା ଉପୁଜିପାରେ। କାହାଠାରୁ ଋଣ ନିଅନ୍ତୁ ନାହିଁ। ମିଥୁନ: ଆଜି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସତର୍କ ରହିବାକୁ ପଡିବ। କୌଣସି ବଡ଼ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରିବେ। ସହଭାଗୀତାରେ କୌଣସି କାର୍ଯ୍ୟ... Read More