0 Comment
ମେଷ: ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କୌଣସି ଡିଲ୍ ଫାଇନାଲ୍ କରିବାକୁ ମଉକା ମିଳିବ। ଆପଣଙ୍କୁ ମାନ ସମ୍ମାନ ମିଳିବ। ବୃଷ: ଆପଣ ଚିନ୍ତିତ ରହିବେ। ଆପଣଙ୍କ ସ୍ୱଭାବ ଚିଡଚିଡା ରହିବ, ଯାହା ପରିବାର ଲୋକଙ୍କୁ ପସନ୍ଦ ଆସିବ ନାହିଁ। କାମ ଅଧିକ ରହିବ। ମିଥୁନ: ବେପାର ମାମଲାରେ ଆପଣଙ୍କ ଦିନ ଭଲ ରହିବ। ଆପଣଙ୍କୁ ଗୋଟିଏ ପରେ ଗୋଟିଏ ଖୁସି ଖବର ଶୁଣିବାକୁ ମିଳିବ। କର୍କଟ: ସାଙ୍ଗମାନଙ୍କ ସହିତ ମଉଜ ମସ୍ତିରେ ଦିନ... Read More