0 Comment
ମେଷ: ଆଜିର ଦିନ ବହୁତ ଭଲ। ଆପଣଙ୍କୁ କୌଣସି ବଡ଼ ଖୁସି ଖବର ମିଳିପାରେ। ଅଟକି ରହିଥିବା କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଖୁସିର ମାହୋଲ ରହିବ। ବୃଷ: ନିଜ ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ବିରୋଧୀମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି। ଘରେ ପତ୍ନୀଙ୍କ ସହ ଝଗଡ଼ା ହୋଇପାରେ। ମିଥୁନ: ଆଜି ଅତ୍ୟଧିକ କାର୍ଯ୍ୟ ହେତୁ ଶାରୀରିକ ଭାବରେ ଆପଣ କ୍ଳାନ୍ତ ଅନୁଭବ କରିବେ। ସାଥୀ ପ୍ରତାରଣା କରିପାରନ୍ତି। କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ... Read More