କ୍ୟୁଟୋ : ଜାପାନର ଅନ୍ୟତମ ପ୍ରମୁଖ ସହର କ୍ୟୁଟୋ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ବିନିଯୋଗ ନେଇ ଆଲୋଚନା କରିବେ ।ପର୍ଯ୍ୟଟନ କ୍ଷେତ୍ରର ବିକାଶ ନେଇ ଆଲୋଚନା ହେବା ସମ୍ଭାବନା ରହିଛି। ପର୍ଯ୍ୟଟନ କ୍ଷେତ୍ରରେ ଜାପାନ ଓ ଓଡ଼ିଶା ମଧ୍ୟରେ ସମ୍ପର୍କ ମଜବୁତ କରିବା ଉପରେ ବି ରାଜ୍ୟ ସରକାରଙ୍କ ଫୋକସ ରହିଛି। ବିଶେଷକରି ବୌଦ୍ଧ ପର୍ଯ୍ୟଟନସ୍ଥଳୀ ଓ ଇକୋ ଟୁରିଜିମର ବିକାଶ ଉପରେ ଓଡିଶା ଓ ଜାପାନ ମଧ୍ୟରେ ସହଯୋଗ ବଢିବ ବୋଲି ଆଶା କରାଯାଉଛି। ଓଡ଼ିଶାର ଖେଳାଳିଙ୍କ ତାଲିମ ଓ ବିକାଶ ପାଇଁ ଆଲୋଚନା ବି ହୋଇପାରେ।

April 7, 2023
0 Comment
226 Views
ଜାପାନର କ୍ୟୁଟୋରେ ମୁଖ୍ୟମନ୍ତ୍ରୀ, ନିବେଶକାରୀଙ୍କ ସହ କରିବେ ଆଲୋଚନା
by Editor
କ୍ୟୁଟୋ : ଜାପାନର ଅନ୍ୟତମ ପ୍ରମୁଖ ସହର କ୍ୟୁଟୋ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ବିନିଯୋଗ ନେଇ ଆଲୋଚନା କରିବେ ।ପର୍ଯ୍ୟଟନ କ୍ଷେତ୍ରର ବିକାଶ ନେଇ ଆଲୋଚନା ହେବା ସମ୍ଭାବନା ରହିଛି। ପର୍ଯ୍ୟଟନ କ୍ଷେତ୍ରରେ ଜାପାନ ଓ ଓଡ଼ିଶା ମଧ୍ୟରେ ସମ୍ପର୍କ ମଜବୁତ କରିବା ଉପରେ ବି ରାଜ୍ୟ ସରକାରଙ୍କ ଫୋକସ ରହିଛି। ବିଶେଷକରି ବୌଦ୍ଧ ପର୍ଯ୍ୟଟନସ୍ଥଳୀ ଓ ଇକୋ ଟୁରିଜିମର ବିକାଶ ଉପରେ ଓଡିଶା ଓ... Read More