ଭୁବନେଶ୍ୱର : ଆଜି ଦେଶ ପାଳୁଛି ଭାରତରତ୍ନ ଏମ. ବିଶ୍ବେଶ୍ୱରୟାଙ୍କ ଜୟନ୍ତୀ। ତାଙ୍କ ଜନ୍ମଦିନକୁ ଇଞ୍ଜିନିୟରର୍ସ ଦିବସ ଭାବେ ବି ପାଳନ କରାଯାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏମ. ବିଶେଶ୍ୱରାୟଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶର ବିକାଶରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ମରଣ କରିଛନ୍ତି। ଦେଶରେ ଅନେକ ଇଞ୍ଜିନିୟରିଂ କଳାକୃତି ନିର୍ମାଣରେ ଭାରତରତ୍ନ ବିଶେଶ୍ୱରାୟଙ୍କ ଅବଦାନକୁ ମନେ ପକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

September 15, 2022
0 Comment
260 Views
ଭାରତରତ୍ନ ବିଶେଶ୍ୱରାୟଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
by Editor