କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ଫାଇଲେରିଆ ନିରାକରଣ ସଂକ୍ରାନ୍ତରେ ଏକ ଗଣମାଧ୍ୟମ କର୍ମଶାଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟଅଳୟରେ ୮ତାରିଖ ମଙ୍ଗଳବାର ଦିନ ଆୟୋଜିତ ହୋଇଯାଇଛି । ଲିମ୍ପାଟିକ ଫାଇଲେରିଆସିସ ଦ୍ୱାରା ଦେଖାଯାଉଥିବା ଅବସ୍ଥା ଉପରେ ଆଲୋକପାତ କରୁଥିବା ସୂଚନା ଜନସାଧାରଣଙ୍କ ମାଧ୍ୟମରେ ପ୍ରଚାର ପ୍ରସାର ସୁନିଶ୍ଚିତ କରିବା ଏହି କର୍ମଶାଳାର ଲକ୍ଷ ରହିଛି ।
August 8, 2023
0 Comment
97 Views
କେନ୍ଦୁଝର ଜିଲ୍ଲାକୁ ଫାଇଲେରିଆ ମୁକ୍ତ ପାଇଁ ଅଗଷ୍ଟ ୧୦ରୁ ୧୯ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ