ଭୁବନେଶ୍ୱର : ସ୍ୱର୍ଗତ ଅଭିନେତା ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଯାଇଛି। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଲାନ୍ତଙ୍କ ମୃତ୍ୟୁ ହୋଇଛି। ଦୀର୍ଘ ଏକମାସ ହେବ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ ଅକ୍ଳାନ୍ତ । ଲିଭର ଜନିତ ସମସ୍ୟା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ।
![](https://theajikali.com/wp-content/uploads/2023/01/IMG-20230125-WA0071.jpg)
January 25, 2023
0 Comment
305 Views
ଅଭିନେତା ମିହିର ଦାସଙ୍କ ସାନପୁଅଙ୍କ ପରଲୋକ