କେନ୍ଦୁଝର, କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନର ରାଣୀବେଡ଼ା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ମୁଣ୍ଡାସାହିଠାରୁ ଦେହଦରା ନାଳ ପର୍ଯ୍ୟନ୍ତ ଜଙ୍ଗଲର ବିଭିନ୍ନ ଗଛଲତା ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ପୂର୍ବାହ୍ନ ୧୦ଟା ବେଳୁ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଅପରରାହ୍ଣ ୪ଟା ପର୍ଯ୍ୟନ୍ତ ନିଆଁ ଲିଭାଇବା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏନେଇ ବିମଳା ବନପାଳ କୌଶଲ୍ୟା ମହାନ୍ତଙ୍କୁ ଯୋଗାଯୋଗ କରିବାରୁ, ଶାଳମଞ୍ଜି ସଂଗ୍ରହ ପାଇଁ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଥାଇପାରନ୍ତି। କର୍ମଚାରୀଙ୍କୁ ପଠାଇ ନିଆଁ ଲିଭାଯିବ ବୋଲି କହିଛନ୍ତି। ସେହିପରି କର୍ମଚାରୀମାନେ ନିଆଁ ଲିଭାଇବାକୁ ଯାଇଥିବା ରେଞ୍ଜର ଶିବାଜୀ ମୋହନ ରାଓ କହିଛନ୍ତି।
May 25, 2023
0 Comment
169 Views
ରାଣୀବେଡ଼ା ଜଙ୍ଗଲରେ ନିଆଁ
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନର ରାଣୀବେଡ଼ା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ମୁଣ୍ଡାସାହିଠାରୁ ଦେହଦରା ନାଳ ପର୍ଯ୍ୟନ୍ତ ଜଙ୍ଗଲର ବିଭିନ୍ନ ଗଛଲତା ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ପୂର୍ବାହ୍ନ ୧୦ଟା ବେଳୁ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଅପରରାହ୍ଣ ୪ଟା ପର୍ଯ୍ୟନ୍ତ ନିଆଁ ଲିଭାଇବା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏନେଇ ବିମଳା ବନପାଳ କୌଶଲ୍ୟା ମହାନ୍ତଙ୍କୁ ଯୋଗାଯୋଗ କରିବାରୁ, ଶାଳମଞ୍ଜି ସଂଗ୍ରହ ପାଇଁ... Read More