ନୂଆଦିଲ୍ଲୀ : ୨୦୨୩ରେ ତଦନ୍ତରେ ଉତ୍କର୍ଷତା ପାଇଁ ଦେଶବ୍ୟାପୀ ୧୪୦ ଜଣ ପୋଲିସ କର୍ମଚାରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ପୋଲିସ କର୍ମଚାରୀ ରହିଛନ୍ତି। ଓଡ଼ିଶାରୁ ୨ ଜଣ ଡିଏସପି ଓ ୨ ଜଣ ଇନ୍ସପେକ୍ଟର ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ ପାଇବେ । ଡିଏସପି ପ୍ରଭାତ କୁମାର ବିଶ୍ୱାଳ, ଡିଏସପି ମାନସ ରଞ୍ଜନ ପ୍ରଧାନ, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ ଓ ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
August 12, 2023
0 Comment
184 Views
ତଦନ୍ତରେ ଉତ୍କର୍ଷତା ପାଇଁ ଓଡିଶାର ଚାରି ପୋଲିସ କର୍ମଚାରୀ ପାଇବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ
by Editor
ନୂଆଦିଲ୍ଲୀ : ୨୦୨୩ରେ ତଦନ୍ତରେ ଉତ୍କର୍ଷତା ପାଇଁ ଦେଶବ୍ୟାପୀ ୧୪୦ ଜଣ ପୋଲିସ କର୍ମଚାରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ପୋଲିସ କର୍ମଚାରୀ ରହିଛନ୍ତି। ଓଡ଼ିଶାରୁ ୨ ଜଣ ଡିଏସପି ଓ ୨ ଜଣ ଇନ୍ସପେକ୍ଟର ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ ପାଇବେ । ଡିଏସପି ପ୍ରଭାତ କୁମାର ବିଶ୍ୱାଳ, ଡିଏସପି ମାନସ ରଞ୍ଜନ ପ୍ରଧାନ, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ... Read More