ମେଷ: ମନ ଅଶାନ୍ତ ରହିବ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ। ବାପାଙ୍କ ସମର୍ଥନ ପାଇବେ। ଆୟର ଉତ୍ସ ବଢ଼ିପାରେ। ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ।
ବୃଷ: ଲେଖା ଏବଂ ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ଆଜି ପିଲାମାନଙ୍କଠାରୁ ଭଲ ଖବର ପାଇପାରନ୍ତି। ବନ୍ଧୁଙ୍କ ସହଯୋଗରୁ ଧନ ପ୍ରାପ୍ତ ହେବ।
ମିଥୁନ: ଆତ୍ମବିଶ୍ୱାସର ଅଭାବ ରହିବ। ମନ ବିଚଳିତ ହୋଇପାରେ। କର୍ମକ୍ଷେତ୍ରରେ ସମସ୍ୟା ଆସିପାରେ। ଆୟ ହ୍ରାସ ଏବଂ ଖର୍ଚ୍ଚ ଅଧିକ ହେବ। କଳା ଓ ସଙ୍ଗୀତ ପ୍ରତି ରୁଚି ବଢ଼ିବ।
କର୍କଟ: ଶୈକ୍ଷିକ କାର୍ଯ୍ୟରେ ଆଗ୍ରହୀ ହେବେ। ମାନ ସମ୍ମାନ ପାଇବେ। ବ୍ୟବସାୟ ସ୍ଥିତିରେ ସୁଧାର ଆସିବ। ପରିଶ୍ରମ ଅଧିକ କରିବେ। ଲାଭର ସୁଯୋଗ ପାଇବେ। ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି।
ସିଂହ: ସାଙ୍ଗମାନଙ୍କ ସମର୍ଥନ ପାଇବେ। ପ୍ରଗତିର ରାସ୍ତା ଖୋଲାଯିବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମାନସିକ ଶାନ୍ତି ରହିବ। ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ଖ୍ୟାତି ହାସଲ କରିବେ।
କନ୍ୟା: ମନରେ ଶାନ୍ତି ରହିବ। ଦାମ୍ପତ୍ୟ ସୁଖ ବୃଦ୍ଧି ପାଇବ। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପାରିବାରିକ ଜୀବନ କଷ୍ଟମୟ ହୋଇପାରେ। ବାପା ସମର୍ଥନ କରିବେ।
ତୁଳା: ମାନସିକ ଶାନ୍ତି ପାଇଁ ଚେଷ୍ଟା କରିବେ। ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ଅଧିକ ଖର୍ଚ୍ଚ ହୋଇପାରେ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।
ବିଛା: ମନ ଖୁସି ରହିବ। ବୌଦ୍ଧିକ କାର୍ଯ୍ୟରେ ମାନ ସମ୍ମାନ ପାଇବେ। ଚାକିରିରେ ଉନ୍ନତିର ଅବସର ମିଳିବ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ବାପାମା’ଙ୍କ ସମର୍ଥନ ପାଇବେ।
ଧନୁ: ଧୌର୍ଯ୍ୟ କମିପାରେ। ଆୟ ବଢ଼ିପାରେ। କୌଣସି ବନ୍ଧୁଙ୍କ ସହଯୋଗରୁ ଧନ ରୋଜଗାରର ମାଧ୍ୟମ ଖୋଲିବ। ଚାକିରିରେ ଉନ୍ନତି ହେବ। ଅତ୍ୟଧିକ କ୍ରୋଧ ଏବଂ ଉତ୍ସାହରୁ ଦୂରେଇ ରୁହନ୍ତୁ।
ମକର: କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ବ୍ୟବସାୟରେ ଉନ୍ନତି ହେବ। ଯାତ୍ରା ଲାଭଦାୟକ ରହିବ। ମିଠା ଖାଦ୍ୟ ପ୍ରତି ରୁଚି ବଢ଼ିବ। ପୋଷାକ ପାଇଁ ଖର୍ଚ୍ଚ କରିବେ। ମା’ ଏବଂ ସାଙ୍ଗମାନଙ୍କ ସମର୍ଥନ ପାଇବେ।
କୁମ୍ଭ: ମନ ଚିନ୍ତିତ ରହିବ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିବେ। ବାପାଙ୍କ ସମର୍ଥନ ପାଇବେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ସଙ୍ଗୀତ ପ୍ରତି ରୁଚି ବଢ଼ିବ।
ମୀନ: ପାରିବାରିକ ଦାୟିତ୍ୱ ବଢ଼ିପାରେ। ଅଟକି ରହିଥିବା ଟଙ୍କା ମିଳିପାରେ। ବ୍ୟବସାୟରେ ଅଧିକ କଠିନ ପରିଶ୍ରମ କରିବେ। ଶୈକ୍ଷିକ କାର୍ଯ୍ୟରେ ସମସ୍ୟା ଆସିପାରେ। ଖର୍ଚ୍ଚ ଅଧିକ ବଢ଼ିପାରେ।