କେନ୍ଦୁଝର, ଆଜି ଯୋଡା ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ମହାଦେବଙ୍କ ଦର୍ଶନ ପାଇଁ ବିଭିନ୍ନ ଶୈବପୀଠ ବୋଲବମ ଓ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ସେହିପରି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ମୁଖ୍ୟାଳୟର ପୁଣ୍ୟତୋୟା ବୈତରଣୀ ନଦୀ କୁଳସ୍ଥିତ ପରମେଶ୍ୱର ମହାଦେବ ଓ ଆନେନ୍ଦଶ୍ୱର ମହାଦେବଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ଦୂର ଦୁରାନ୍ତରୁ ଭକ୍ତ ମାନେ ସକାଳୁ ମହାଦେବଙ୍କ ପୀଠରେ ବୈତରଣୀ ନଦୀରୁ ପାଣି ଆଣି ମହାଦେବଙ୍କ ମସ୍ତକରେ ଜଳାଭିଷେକ କରିଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଜଳାଭିଷେକ ପରେ ସମସ୍ତ ଭକ୍ତଙ୍କ ପାଇଁ ମନ୍ଦିର ନିକଟରେ ଅନ୍ନ ପ୍ରସାଦର ଆୟୋଜନ ମଧ୍ୟ କରାଯାଇଥିଲା । ତେବେ ଦୂର ଦୁରନ୍ତାରୁ ଆସିଥିବା କାଉଡିଆ ଭଙ୍କମାନେ ଜଳାଭିଷେକ କରିବା ପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି।ଏନେଇ ଭକ୍ତ ବିଶ୍ୱଜିତ ମହାନ୍ତଙ୍କ ମାନସିକ ପୂରଣ ହୋଇଥିବାରୁ, ଯାହାକି ବାବା ଆନେନ୍ଦଶ୍ୱର ମହାଦେବ ଭକ୍ତଙ୍କ ମାନସିକ ପୂରଣ କରିଥିବା ବେଳେ ୧୦୮ ନଡ଼ିଆ ଅର୍ପଣ କରିଥିଲେ ।
August 28, 2023
0 Comment
259 Views
ପାଟଣା ଜଳଲାଗି ଓ ମହାଦେବଙ୍କ ଦର୍ଶନ ପାଇଁ ହଜର ହଜାର ଭକ୍ତଙ୍କ ଭିଡ଼
କେନ୍ଦୁଝର, ଆଜି ଯୋଡା ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ମହାଦେବଙ୍କ ଦର୍ଶନ ପାଇଁ ବିଭିନ୍ନ ଶୈବପୀଠ ବୋଲବମ ଓ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ସେହିପରି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ମୁଖ୍ୟାଳୟର ପୁଣ୍ୟତୋୟା ବୈତରଣୀ ନଦୀ କୁଳସ୍ଥିତ ପରମେଶ୍ୱର ମହାଦେବ ଓ ଆନେନ୍ଦଶ୍ୱର ମହାଦେବଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ଦୂର ଦୁରାନ୍ତରୁ ଭକ୍ତ ମାନେ ସକାଳୁ ମହାଦେବଙ୍କ ପୀଠରେ ବୈତରଣୀ ନଦୀରୁ ପାଣି ଆଣି... Read More