ରାଞ୍ଚି – ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା – ଜେଏମଏମ ପକ୍ଷରୁ ଓଡିଶାରେ ଗୋଟିଏ ଲୋକସଭା ଓ ୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ ସୋରେନ ମୟୂରଭଞ୍ଜ ଲୋକସଭା ଆସନ ସହ ସାରସକଣା ବିଧାନସଭା ଆସନରୁ ମଧ୍ୟ ପ୍ରାର୍ଥୀ ହେବେ ।
ରାଇରଙ୍ଗପୁର ବିଧାନସଭା ଆସନରେ ସୁନାରାମ ଟୁଡୁ, ବାଙ୍ଗିରିପୋଷିରୁ ବିଷ୍ଣୁ ଟୁଡୁ, ମୋରଡାରୁ କୃଷ୍ଣଚନ୍ଦ୍ର ଦାସ ଓ ଉଦଳାରୁ ଚକ୍ରଧର ସିଂହ ।