କେନ୍ଦୁଝର(ନି.ପ୍ର) ଦିବ୍ୟଙ୍ଗ ମଣିଷର ସାମଗ୍ରିକ ବିକାଶ ଏବଂ ସୁସ୍ଥ ସୁନ୍ଦର ଜୀବନ ବିତାଇବାର ପ୍ରୟାସ କେନ୍ଦୁଝର ଜିଲ୍ଲା ପ୍ରଶାସନ ର ନିର୍ଦ୍ଧିଷ୍ଟ ଲକ୍ଷ ଓ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ପରିପ୍ରେକ୍ଷୀରେ ଗୁରୁବାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହଯୋଗରେ ଭିନ୍ନକ୍ଷମ ବ୍ୟକ୍ତି ଙ୍କର ଶସକ୍ତକରଣ ଏବଂ ଜୀବନ ଜୀବିକା ର ସହଜ କରିବା ପାଇଁ ଗମନା ଗମନ ର ସୁବିଧା,ଓ ବିଦ୍ୟାଳୟରେ ପଢୁଥିବା ଶିକ୍ଷା ନିବିସ ଙ୍କ ନିମନ୍ତେ ମୋବିଲିଟି ସଗୋର୍ଟ ଫର ଜଣେ ନାଗରିକ ଭିନ୍ନକ୍ଷମ ଙ୍କୁ ଦୁଇ ଚକିଅ ଯାନ ବଣ୍ଟନ କରାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ଯୋଜନାରେ ଜିଲ୍ଲାର ୯୮ଜଣ ଶାରିରୀକ ବ୍ୟକ୍ତି ଙ୍କୁ ତିନି ଚକିଆ ଯାନ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଖଣିଜପାଣ୍ଠି ମାଧ୍ୟମରେ ଭିନ୍ନକ୍ଷମ ମାନଙ୍କ ପାଇଁ ଦିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଉପରେ ସୂଚନା ପ୍ରଦାନ କରିଥିଲେ।ତେବେ ଭିନ୍ନକ୍ଷମ ଙ୍ ଜୀବନ ଧାରଣରେ ଉନ୍ନତ ଅନ୍ୟମାନଙ୍କ ଉପରେ ବିର୍ଭରଶୀଳରେ ହ୍ରାସ ଗମନାଗମନର ସୁଵିଧା,ରୋଜଗାର ବୃଦ୍ଧି,ସାଗ୍ରୀକ ଉନ୍ନତି,ନିଜର ଅର୍ଘ ନୈତିକ ବୃଦ୍ଧି ଉପରେ ଆଶା ପ୍ରକଟ କରିଥିଲେ।ତେବେ ଏହି ସୁବିଧା ପର୍ଯ୍ୟାୟ କ୍ରମେ ଅନ୍ୟ ଶାରିରୀକ ଭିନ୍ନକ୍ଷମ ଙ୍କୁ ବିନା ମୂଲ୍ୟରେ ବଣ୍ଟନ ପାଇଁ ଯୋଜନା କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ।ଏଥିରେ ଜିଲ୍ଲା ଖଣିଜପାଣ୍ଠି ମୁଖ୍ୟ ନିର୍ବାହୀଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାସ ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେବା ସହିତ ବିଭାଗ ଦ୍ବାରା ନିଆଯାଇଥିବା ଭିନ୍ନକ୍ଷମ ଙ୍କର ଯୋଜନାର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମକୁ ଶ୍ରୀ ଆଚାର୍ଯ୍ୟ ପରିଚାଳନା କରିବା ସହ ସର୍ବଶେଷରେ ପ୍ରତ୍ୟେକ ହିତାଧିକାରୀ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।ପରେ ଗାଡି ଚାଳକ ଙ୍କୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ।
May 4, 2023
0 Comment
232 Views
କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଓ ତିନି ଚକିଆ ଯାନ ବିତରଣ
କେନ୍ଦୁଝର(ନି.ପ୍ର) ଦିବ୍ୟଙ୍ଗ ମଣିଷର ସାମଗ୍ରିକ ବିକାଶ ଏବଂ ସୁସ୍ଥ ସୁନ୍ଦର ଜୀବନ ବିତାଇବାର ପ୍ରୟାସ କେନ୍ଦୁଝର ଜିଲ୍ଲା ପ୍ରଶାସନ ର ନିର୍ଦ୍ଧିଷ୍ଟ ଲକ୍ଷ ଓ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ପରିପ୍ରେକ୍ଷୀରେ ଗୁରୁବାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହଯୋଗରେ ଭିନ୍ନକ୍ଷମ ବ୍ୟକ୍ତି ଙ୍କର ଶସକ୍ତକରଣ ଏବଂ ଜୀବନ ଜୀବିକା ର ସହଜ କରିବା ପାଇଁ ଗମନା ଗମନ ର ସୁବିଧା,ଓ ବିଦ୍ୟାଳୟରେ ପଢୁଥିବା ଶିକ୍ଷା ନିବିସ ଙ୍କ ନିମନ୍ତେ ମୋବିଲିଟି ସଗୋର୍ଟ ଫର ଜଣେ ନାଗରିକ ଭିନ୍ନକ୍ଷମ ଙ୍କୁ... Read More