କେନ୍ଦୁଝର, ନବମ ଶ୍ରେଣୀ ଛାତ୍ରୀକୁ ଅପହରଣ ବେଳେ ଜଣେ ମିସ୍ତ୍ରୀକୁ ମାଡି ବସିଲେ ବଜରଙ୍ଗ ଦଳ କର୍ମି। କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଅପହରଣକାରୀକୁ ପୋଲିସ ଜିମା ଦିଆଯାଇଛି। ସୂଚନାନୁଯାୟୀ, ବିହାର କଡ଼ମା ଥାନା ବଲିୟାସର ମହମ୍ମଦ ଦିଲଦାର ଜଣେ ନାବାଳିକାଙ୍କୁ ଅପହରଣ କରି ନେଉଥିବା ବେଳେ କେନ୍ଦୁଝର ସହର ସ୍ଥିତ ବଡ଼ବିଲ ବସଷ୍ଟାଣ୍ଡରେ ଧରା ପଡିଛନ୍ତି। ବଜରଙ୍ଗ ମହମ୍ମଦ ଦିଲଦାରକୁ ପୋଲିସ ଜିମା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଛାତ୍ରୀର ବୟସ ୧୩ ବର୍ଷ ହୋଇଥିବା ବେଳେ ଟାଉନ ଥାନାରେ ଏନେଇ ଅଭିଯୋଗ କରିବାକୁ ପହଞ୍ଚିଥିଲେ ପରିବାର ସଦସ୍ୟ ।
July 17, 2023
0 Comment
113 Views
ନବମ ଶ୍ରେଣୀ ଛାତ୍ରୀକୁ ଅପହରଣ ଉଦ୍ୟମ
କେନ୍ଦୁଝର, ନବମ ଶ୍ରେଣୀ ଛାତ୍ରୀକୁ ଅପହରଣ ବେଳେ ଜଣେ ମିସ୍ତ୍ରୀକୁ ମାଡି ବସିଲେ ବଜରଙ୍ଗ ଦଳ କର୍ମି। କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଅପହରଣକାରୀକୁ ପୋଲିସ ଜିମା ଦିଆଯାଇଛି। ସୂଚନାନୁଯାୟୀ, ବିହାର କଡ଼ମା ଥାନା ବଲିୟାସର ମହମ୍ମଦ ଦିଲଦାର ଜଣେ ନାବାଳିକାଙ୍କୁ ଅପହରଣ କରି ନେଉଥିବା ବେଳେ କେନ୍ଦୁଝର ସହର ସ୍ଥିତ ବଡ଼ବିଲ ବସଷ୍ଟାଣ୍ଡରେ ଧରା ପଡିଛନ୍ତି। ବଜରଙ୍ଗ ମହମ୍ମଦ ଦିଲଦାରକୁ ପୋଲିସ ଜିମା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଛାତ୍ରୀର ବୟସ... Read More