ବୌଦ୍ଧ : ବୋୖଦ୍ଧ ଜିଲ୍ଲା ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବନବିଭାଗ ଗାଡିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ସୈ।ଭାଗ୍ୟବଶତଃ ୫୦ ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାସ୍ଥଳରୁ କିଛି ତାର ଜବତ ହୋଇଛି । ସୂଚନା ଅନୁସାରେ, ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ବନ କର୍ମଚାରୀ ଯାଇଥିବା ବେଳେ ବିସ୍ଫୋରଣ ହୋଇଥିଲା। ୭ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା କୁହାଯାଇଛି। ବିସ୍ଫୋରଣ ପଛରେ ଗଞ୍ଜେଇ ମାଫିଆ ନା ମାଓବାଦୀଙ୍କ ହାତ ରହିଛି, ତାହା ସ୍ପଷ୍ଟ ହୋଇନି।

November 28, 2022
0 Comment
264 Views
ବନ କର୍ମଚାରୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ
by Editor
ବୌଦ୍ଧ : ବୋୖଦ୍ଧ ଜିଲ୍ଲା ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବନବିଭାଗ ଗାଡିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ସୈ।ଭାଗ୍ୟବଶତଃ ୫୦ ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାସ୍ଥଳରୁ କିଛି ତାର ଜବତ ହୋଇଛି । ସୂଚନା ଅନୁସାରେ, ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ବନ କର୍ମଚାରୀ ଯାଇଥିବା ବେଳେ ବିସ୍ଫୋରଣ ହୋଇଥିଲା। ୭ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା କୁହାଯାଇଛି। ବିସ୍ଫୋରଣ ପଛରେ ଗଞ୍ଜେଇ ମାଫିଆ... Read More