କେନ୍ଦୁଝର, ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସକାଳ ୧୦ ଘଟିକାରେ ପହଁଚିଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଆଜି ସକାଳ ୯.୪୫ରେ ଶ୍ରୀଯୁକ୍ତ ପଣ୍ଡା ବ୍ୟକ୍ତିଗତ ହେଲିକପ୍ଟର ରେ ପହଁଚିବା ପରେ ତାଙ୍କୁ ସଦର ବିଧାୟକ ମହୋନଚରଣ ମାଝୀ ଓ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ ।
May 28, 2023
0 Comment
325 Views
କେନ୍ଦୁଝର ରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଲେ ବୈଜୟନ୍ତ ପଣ୍ଡା