ମାଲକାନଗିରି : ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଛି। ଆଜିଠୁ ଅଗଷ୍ଟ ୩ ତାରିଖ ଯାଏଁ ସହିଦ ସପ୍ତାହ ପାଳିବେ ମାଓବାଦୀ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କିଛି ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି। ମାଲକାନଗିରି ଜିଲ୍ଲାରେ ସରକାରୀ ବସ ଚଳାଚଳ ସ୍ବାଭାବିକ ରହିଥିବା ବେଳେ ମହୁପଦର ଚିତ୍ରକୋଣ୍ଡା ଓ ଛତିଶଗଡ଼ ଯାଉଥିବା ବେସରକାରୀ ବସ ଚଳାଚଳ ବନ୍ଦ ରହିଛି। ଫୁଲବାଣୀରେ ମାଓବାଦୀଙ୍କ ସହିଦ ସପ୍ତାହ ମୋ ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିବା ସୂଚନା ମିଳିଛି। ୫ଟି ରୁଟରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି।

July 28, 2023
0 Comment
185 Views
ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ
by Editor
ମାଲକାନଗିରି : ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଛି। ଆଜିଠୁ ଅଗଷ୍ଟ ୩ ତାରିଖ ଯାଏଁ ସହିଦ ସପ୍ତାହ ପାଳିବେ ମାଓବାଦୀ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କିଛି ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି। ମାଲକାନଗିରି ଜିଲ୍ଲାରେ ସରକାରୀ ବସ ଚଳାଚଳ ସ୍ବାଭାବିକ ରହିଥିବା ବେଳେ ମହୁପଦର ଚିତ୍ରକୋଣ୍ଡା ଓ ଛତିଶଗଡ଼ ଯାଉଥିବା ବେସରକାରୀ ବସ ଚଳାଚଳ ବନ୍ଦ ରହିଛି।... Read More