କେନ୍ଦୁଝର, ବାଂଶପାଳ ଅଞ୍ଚଳରେ ମଧ୍ୟ ଦିନ ଦ୍ବିପହରରେ ବିଦ୍ୟୁତକାଟିବା ହେତୁ ଜନସାଧାରଣମାନେ ଡହ ଡହ ଖରାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାତି ୧୧ରୁ ୧ଟା ମଧ୍ୟରେ ବିଦ୍ୟୁତ୍ କାଟି କରି ଫୁଲଝର ପ୍ଲାଣ୍ଟ ଓ ଶ୍ରୀ ମେଣ୍ଟାଲିକ ପ୍ଲାଣ୍ଟକୁ ବିଦ୍ୟୁତ ଯୋଗାଇ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଫଳରେ ଜାଗ୍ରତ ସଂଘର ଯୁବକମାନେ ବାଂଶପାଳ ବିଦ୍ୟୁତ କାର୍ଯ୍ୟାଳୟ ରେ ପହଞ୍ଚି କତୃପକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ତେନେ ବିନା କାରଣରେ ବିଦ୍ୟୁତ କଟା ହୁଏ,ତାହାଲେ ଆସନ୍ତା ବୁଧୁବାର ଅଞ୍ଚଳବାସୀ ବିଦ୍ୟୁତ କାର୍ଯ୍ୟାଳୟ ବନ୍ଦ କରିଦେବୁ ଚେତାବନୀ ଦେଇଛନ୍ତି।ସେପଟେ ଦିନରାତି ଲାଇଟ ଜଲୁଥିବାରୁ ବିଦ୍ୟୁତ ଅପଚୟ କରାଯାଉଛି ବୋଲି ଅଭିଯାଗ ହୋଇଛି।
May 24, 2023
0 Comment
512 Views
ବିଦ୍ୟୁତ କାଟ୍ ପ୍ରତିବାଦରେ ବାଂଶପାଳ ବ୍ଲକ ଜାଗ୍ରତ ଯୁବକ ସଂଘ ପକ୍ଷରୁ ଟାଟାକୁମ୍ପାନିଙ୍କୁ ଦାବିପତ୍ର
କେନ୍ଦୁଝର, ବାଂଶପାଳ ଅଞ୍ଚଳରେ ମଧ୍ୟ ଦିନ ଦ୍ବିପହରରେ ବିଦ୍ୟୁତକାଟିବା ହେତୁ ଜନସାଧାରଣମାନେ ଡହ ଡହ ଖରାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାତି ୧୧ରୁ ୧ଟା ମଧ୍ୟରେ ବିଦ୍ୟୁତ୍ କାଟି କରି ଫୁଲଝର ପ୍ଲାଣ୍ଟ ଓ ଶ୍ରୀ ମେଣ୍ଟାଲିକ ପ୍ଲାଣ୍ଟକୁ ବିଦ୍ୟୁତ ଯୋଗାଇ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଫଳରେ ଜାଗ୍ରତ ସଂଘର ଯୁବକମାନେ ବାଂଶପାଳ ବିଦ୍ୟୁତ କାର୍ଯ୍ୟାଳୟ ରେ ପହଞ୍ଚି କତୃପକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ତେନେ ବିନା କାରଣରେ ବିଦ୍ୟୁତ କଟା ହୁଏ,ତାହାଲେ ଆସନ୍ତା... Read More