ମେଷ: ଆଜି ଆପଣ ସକାରାତ୍ମକ ପରିଣାମ ପାଇବେ। କାର୍ଯ୍ୟକ୍ଷେତ୍ରରେ କାହା ଉପରେ ଅଧିକ ଭରସା କରନ୍ତୁ ନାହିଁ। ବ୍ୟକ୍ତିଗତ ପ୍ରଦର୍ଶନ ଭଲ ରହିବ।
ବୃଷ: ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ।
ମିଥୁନ: ମନ ପ୍ରସନ୍ନ ରହିବ। ପାରିବାରିକ ଜୀବନ ସୁଖମୟ ରହିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ ରହିବ। ବାହନ ସୁଖ ବୃଦ୍ଧି ହେବ।
କର୍କଟ: ଧୌର୍ଯ୍ୟଶୀଳତା ବଜାୟ ରଖନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ। ଖର୍ଚ୍ଚ ଅଧିକ ହେବ। ମନରେ ଆଶା ଓ ନିରାଶାର ଭାବ ରହିପାରେ।
ସିଂହ: ଆତ୍ମସଂଯତ ରୁହନ୍ତୁ। ବାଦ ବିବାଦଠୁ ଦୂରେଇ ରୁହନ୍ତୁ। ବାଣୀରେ ମଧୁରତା ରହିବ। ପରିବାରରେ ସୁଖ, ଶାନ୍ତି ରହିବ। ସୁଖ ସମାଚାର ମିଳି ପାରେ।
କନ୍ୟା: ଦାମ୍ପତ୍ୟ ସୁଖ ବଢ଼ିବ। ପରିବାରରେ ସୁଖ, ଶାନ୍ତି ରହିବ। କୌଣସି ସାଙ୍ଗଙ୍କ ଠାରୁ ସହଯୋଗ ମିଳି ପାରେ। ଆତ୍ମସଂଯତ ରୁହନ୍ତୁ।
ତୁଳା: କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ। କୌଣସି ମିତ୍ରଙ୍କ ସହଯୋଗ ମିଳି ପାରେ। ଧନ ପ୍ରାପ୍ତି ହୋଇପାରେ। ଖାଦ୍ୟପେୟ ପ୍ରତି ରୁଚି ବଢ଼ିବ।
ବିଛା: ମାନସିକ ଶାନ୍ତି ରହିବ। ଆତ୍ମବିଶ୍ୱାସ ବହୁତ ରହିବ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ସନ୍ତାନଙ୍କ ତରଫରୁ ସୁଖ ସମାଚାର ମିଳି ପାରେ।
ଧନୁ: କ୍ରୋଧରୁ ଦୂରେଇ ରୁହନ୍ତୁ। ପରିବାରର ସାଥ୍ ମିଳିବ। ଶୈକ୍ଷିକ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଚାକିରି ପାଇଁ ବିଦେଶ ଯାତ୍ରା କରିପାରନ୍ତି।
ମକର: ମନ ଶାନ୍ତ ରହିବ। କିନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ। ମିତ୍ରଙ୍କ ସହଯୋଗ ମିଳିବ। ଖର୍ଚ୍ଚ ଅଧିକ ରହିବ।
କୁମ୍ଭ: ପରିବାରରେ ଧାର୍ମିକ କାର୍ଯ୍ୟ ହୋଇ ପାରେ। ଖର୍ଚ୍ଚ ଅଧିକ ରହିବ। ମନ ପ୍ରସନ୍ନ ରହିବ। ମାନସିକ ଶାନ୍ତି ରହିବ। ବସ୍ତ୍ର ପ୍ରତି ରୁଚି ବଢ଼ି ପାରେ।
ମୀନ: ମିଠା ଖାଦ୍ୟପେୟ ପ୍ରତି ରୁଚି ବଢ଼ି ପାରେ। ରୋଜଗାରର ଅବସର ମିଳି ପାରେ। ସଂଯତ ରୁହନ୍ତୁ। ପରିବାରର ସହଯୋଗ ମିଳିବ।