କେନ୍ଦୁଝର, ନଭେମ୍ବର ୪,୫ ଓ ୬ ତିନିଦିନ ଧରି କେନ୍ଦୁଝର ସହରର କାଳୀପଡିଆ ଠାରେ ଚାଲିଥିବା ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନିସମାଜ ର ୮୯ ତମ ବାର୍ଷିକ ମହାଅଧିବେଶନ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଉକ୍ତ ଅଧିବେଶନରେ ସାଧାରଣ ସଭା ମାଧ୍ୟମରେ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସମିତି ଗଠନ କରାଯାଇ ଘୋଷଣା କରାଯାଇଛି । ଏହି କମିଟି ରେ ବର୍ତମାନ ର ମୁନିଶ୍ୱର ନିରଂଜନ ମୁନିଙ୍କୁ ଅଧ୍ୟକ୍ଷ ରୂପେ ଘୋଷଣା କରାଯାଇ ଥିବାବେଳେ ଉପାଧ୍ୟକ୍ଷ ଭାବେ ଯୋଗାଚାର୍ଯ୍ୟ ରାଧେଶ୍ୟାମ ମୁନି,ଯୋଗାଚାର୍ଯ୍ୟ ଦିପ୍ତୀ ରୟ,ଯୋଗାଚାର୍ଯ୍ୟ ଲୋକନାଥ ସାହୁ,ମୁନିରାଜ୍ଞି ବିଶ୍ୱ ମାଧୁରୀ ଦେବି,ଯୋଗାଚାର୍ଯ୍ୟ ଅଭିମନ୍ୟୁ ନାୟକ,ମହାମନ୍ତ୍ରୀ ଭାବେ ଯୋଗୀ ସଂଜୀବ କୁମାର ଗୁପ୍ତା,ସହ-ମହାମନ୍ତ୍ରୀ ଯୋଗୀ ସୁରେଶପ୍ରସାଦ ମହାନ୍ତ,ମୁନିରାଜ ସତ୍ୟବ୍ରତ ସାହୁ,ଯୋଗାଚାର୍ଯ୍ୟ ରାମ ବାସ୍କେ,ଯୋଗୀ ଦାଶରଥି ନାୟକ,ଯୋଗୀ ଶିଶିର ମହାନ୍ତ ସେହିପରି ସଂଗଠନ ର ସମ୍ପାଦକ ଭାବେ ଯୋଗୀ ପ୍ରଶାନ୍ତ କୁମାର ସିଂହ, ସଂଗଠନ ପ୍ରଚାର ମନ୍ତ୍ରୀ ଯୋଗାଚାର୍ଯ୍ୟ ଭରତଚନ୍ଦ୍ର ନାୟକ,ସହ ସଂଗଠନ ମନ୍ତ୍ରୀ ଯୋଗୀ ସୁକଦେବ ପ୍ରସାଦ,ଯୋଗୀ ଜିତରୟ ହାସଦା,କୋଷାଧ୍ୟକ୍ଷ ମୁନୁରାଜ ଭବାନୀ ପ୍ରସାଦ ପାତ୍ର,ଆୟ ବ୍ୟୟ ନିରୀକ୍ଷକ ଯୋଗୀ ସନ୍ତୋଷ କୁମାର ସିଂହ,ମୁନିରାଜ ହିମାଂଶୁ ସିଂହ ଆଗାମୀ ୫ବର୍ଷ ପାଇଁ ଘୋଷିତ ହୋଇଛନ୍ତି ।
November 7, 2023
0 Comment
154 Views
ଅ.ଭୂ.ସ.ଶି ମୁନିସମାଜ ର ୮୯ ତମ ବାର୍ଷିକ ମହାଅଧିବେଶନ ଉଦଯାପିତ
କେନ୍ଦୁଝର, ନଭେମ୍ବର ୪,୫ ଓ ୬ ତିନିଦିନ ଧରି କେନ୍ଦୁଝର ସହରର କାଳୀପଡିଆ ଠାରେ ଚାଲିଥିବା ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନିସମାଜ ର ୮୯ ତମ ବାର୍ଷିକ ମହାଅଧିବେଶନ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଉକ୍ତ ଅଧିବେଶନରେ ସାଧାରଣ ସଭା ମାଧ୍ୟମରେ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସମିତି ଗଠନ କରାଯାଇ ଘୋଷଣା କରାଯାଇଛି । ଏହି କମିଟି ରେ ବର୍ତମାନ ର ମୁନିଶ୍ୱର ନିରଂଜନ ମୁନିଙ୍କୁ ଅଧ୍ୟକ୍ଷ ରୂପେ ଘୋଷଣା କରାଯାଇ ଥିବାବେଳେ ଉପାଧ୍ୟକ୍ଷ ଭାବେ ଯୋଗାଚାର୍ଯ୍ୟ... Read More