କେନ୍ଦୁଝର, ଆସନ୍ତା ନଭେମ୍ବର ୪,୫ ଓ ୬ କେନ୍ଦୁଝର ସହରର କାଳୀପଡିଆ ଠାରେ ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନିସମାଜ ର ୮୯ ତମ ବାର୍ଷିକ ମହାଅଧିବେଶନ ହେବାକୁ ଯାଉଛି । ବର୍ତ୍ତମାନ ପ୍ରଦୂଷିତ ପରିବେଶରେ ମାନବ ସମାଜ ଯୋଗବିଦ୍ୟା ପ୍ରତି ଆକୃଷ୍ଟ ହେଉଅଛି, ମାତ୍ର ଆତ୍ମଜ୍ଞାନ ତଥା ଯୋଗଦର୍ଶନର ମୌଳିକ ସିଦ୍ଧାନ୍ତହୀନ ଯୋଗବିଦ୍ୟା ମନୁଷ୍ୟକୁ ପ୍ରକୃତ ସୁଖଶାନ୍ତି ଦେଇପାରୁ ନାହିଁ । ମୁନି ସମାଜର ସିଦ୍ଧାନ୍ତ ଓ ସରଳ ଯୋଗ ସାଧନ ପଦ୍ଧତି ମନୁଷ୍ୟକୁ ପ୍ରକୃତ ସୁଖ-ଶାନ୍ତି ଦେଇପାରିବ । ଏହି ସଂସ୍କାର ସମଗ୍ର ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ଯୋଗୀ ଯୋଗାଚାର୍ଯ୍ୟ ଓ ସିଦ୍ଧ ସାଧକ ଗଣ ଏହି ମହା ଅଧିବେଶନର ଜ୍ଞାନ ଯଜ୍ଞରେ ଉପସ୍ଥିତ ରହି ଯୋଗ ସ୍ୱାସ୍ଥ୍ୟ ଆତ୍ମଜ୍ଞାନ ବିଷୟରେ ପ୍ରବଚନ ପ୍ରଦାନ କରିବେ । ବର୍ତମାନ ର ମୁନୀଶ୍ୱର ନିରଂଜନ ମୁନୀଙ୍କ ଅଧ୍ୟକ୍ଷତାରେ ଏହି ମହାଅଧିବେଶନ ଅନୁଷ୍ଠିତ ହେବ ।
October 22, 2023
0 Comment
204 Views
ନଭେମ୍ବର ୪ରୁ୬ ଅ.ଭୂ.ସ.ଶି ମୁନିସମାଜ ର ୮୯ ତମ ବାର୍ଷିକ ମହାଅଧିବେଶନ
କେନ୍ଦୁଝର, ଆସନ୍ତା ନଭେମ୍ବର ୪,୫ ଓ ୬ କେନ୍ଦୁଝର ସହରର କାଳୀପଡିଆ ଠାରେ ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନିସମାଜ ର ୮୯ ତମ ବାର୍ଷିକ ମହାଅଧିବେଶନ ହେବାକୁ ଯାଉଛି । ବର୍ତ୍ତମାନ ପ୍ରଦୂଷିତ ପରିବେଶରେ ମାନବ ସମାଜ ଯୋଗବିଦ୍ୟା ପ୍ରତି ଆକୃଷ୍ଟ ହେଉଅଛି, ମାତ୍ର ଆତ୍ମଜ୍ଞାନ ତଥା ଯୋଗଦର୍ଶନର ମୌଳିକ ସିଦ୍ଧାନ୍ତହୀନ ଯୋଗବିଦ୍ୟା ମନୁଷ୍ୟକୁ ପ୍ରକୃତ ସୁଖଶାନ୍ତି ଦେଇପାରୁ ନାହିଁ । ମୁନି ସମାଜର ସିଦ୍ଧାନ୍ତ ଓ ସରଳ ଯୋଗ ସାଧନ ପଦ୍ଧତି ମନୁଷ୍ୟକୁ ପ୍ରକୃତ ସୁଖ-ଶାନ୍ତି... Read More