ଭୁବନେଶ୍ୱର : ମୁମ୍ଵାଇରେ ଓଡିଆ ଯୁବତୀଙ୍କୁ ହତ୍ୟା । ହତ୍ୟାକାରୀ ଆଉ କେହି ନୁହନ୍ତି, ବରଂ ସଂପୃକ୍ତ ଯୁବତୀଙ୍କ ପ୍ରେମିକ । ମୁମ୍ବାଇର କୁର୍ଲା ରେଳ ଷ୍ଟେସନରୁ ଯୁବତୀଙ୍କ ମୃତଦେହ ସୁଟକେଶରୁ ମିଳିଥିଲା । ସୂଚନା ଅନୁସାରେ ମୃତ ଯୁବତୀ ଜଣକ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଅଞ୍ଚଳର । କିଛି ମାସ ତଳେ ଯୁବତୀ ଜଣଙ୍କ ମୁମ୍ବାଇକୁ କାମ କରିବାକୁ ଯାଇଥିଲେ । ବୁର୍ଲାର ମନୋଜ ନାମକ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ପରେ ଉଭୟ ଲିଭ-ଇନ୍ରେ ରହୁଥିଲେ । କିଛି ଦିନ ତଳେ ଝଗଡ଼ା ହେବାରୁ ଯୁବତୀଙ୍କୁ ପ୍ରେମିକ ମନୋଜ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା କରି ସୁଟ୍କେଶରେ ମୃତଦେହ ଧରି ବୁଲୁଥିଲା ବେଳେ ତାକୁ ଗିରଫ କରାଯାଇଛି। ଯୁବତୀଙ୍କୁ ହତ୍ୟା ଖବର ଗତ ୧୯ ତାପମାତ୍ରା ମିଳିବା ପରେ ପରିବାୟ ଲୋକେ ମୁମ୍ବାଇ ଯାଇଛନ୍ତି ।

November 22, 2023
0 Comment
166 Views
ମୁମ୍ବାଇରେ ଓଡିଆ ଯୁବତୀଙ୍କୁ ହତ୍ୟା, ସୁଟକେଶରେ ମୃତଦେହ ଧରି ବୁଲୁଥିବା ବେଳେ ପ୍ରେମିକ ଗିରଫ
by Editor
ଭୁବନେଶ୍ୱର : ମୁମ୍ଵାଇରେ ଓଡିଆ ଯୁବତୀଙ୍କୁ ହତ୍ୟା । ହତ୍ୟାକାରୀ ଆଉ କେହି ନୁହନ୍ତି, ବରଂ ସଂପୃକ୍ତ ଯୁବତୀଙ୍କ ପ୍ରେମିକ । ମୁମ୍ବାଇର କୁର୍ଲା ରେଳ ଷ୍ଟେସନରୁ ଯୁବତୀଙ୍କ ମୃତଦେହ ସୁଟକେଶରୁ ମିଳିଥିଲା । ସୂଚନା ଅନୁସାରେ ମୃତ ଯୁବତୀ ଜଣକ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଅଞ୍ଚଳର । କିଛି ମାସ ତଳେ ଯୁବତୀ ଜଣଙ୍କ ମୁମ୍ବାଇକୁ କାମ କରିବାକୁ ଯାଇଥିଲେ । ବୁର୍ଲାର ମନୋଜ ନାମକ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ପରେ ଉଭୟ... Read More