କଟକ: କଟକ ବାଦାମବାଡି ବସଷ୍ଟାଣ୍ଡରେ ଓଏସଆରଟିସି ବସ୍ କର୍ମଚାରୀଙ୍କ ଆନ୍ଦୋଳନ। ମାସକର ବଜେୟା ପାଉଣା ଦାବିରେ କର୍ମଚାରୀମାନେ ଆନ୍ଦୋଳନରେ ବସିଛନ୍ତି। ଫଳରେ ବାଦାମବାଡି ବସଷ୍ଟାଣ୍ଡରୁ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। କାପ୍ରୋ ନାମକ ଏକ ଘରୋଇ ସଂସ୍ଥା ଅଧୀନରେ ଥିବା କର୍ମଚାରୀମାନେ ଧାରଣା ଦେଇଛନ୍ତି। ଯାହାକୁ ନେଇ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

March 21, 2024
0 Comment
118 Views
ବକେୟା ଦାବିରେ ଓଏସଆରଟିସି ବସ୍ କର୍ମଚାରୀଙ୍କ ଆନ୍ଦୋଳନ
by Editor