ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପଇଦାପାଟଣା ପଞ୍ଚାୟତ ଝାଟିଆଳି ସାହି ବିଲ ଗୋଡାରେ ବୁଲୁଥିବା ଏକ ସାଇବେରିଆନ ପକ୍ଷୀକୁ ସାହିବାସୀ ଉଦ୍ଧାର କରିଛନ୍ତି। କେହି କେହି ଏହାକୁ ଗରୁଡ ପକ୍ଷୀ ବୋଲି ମଧ୍ୟ କହୁଛନ୍ତି। ଖବର ପାଇ ଢେଙ୍କିକୋଟ ବନପାଳ ଚିତ୍ତରଂଜନ ପରିଡ଼ା ଝାଟିଆଳି ସାହିକୁ ଯାଇ ସନ୍ଧ୍ୟାରେ ଏହି ବିରଳ ପକ୍ଷୀଟିକୁ ଉଦ୍ଧାର କରି ଘଟଗାଁ ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଛନ୍ତି। ପ୍ରାଥମିକ ଚିକିତ୍ସା ଓ ସ୍ଵାସ୍ଥ୍ୟ ପରୀକ୍ଷା ପରେ ପକ୍ଷୀଟିକୁ ଛାଡ଼ି ଦିଆଯିବ ବୋଲି ବନବିଭାଗ ସୂଚନା ଦେଇଛି।
March 9, 2024
0 Comment
51 Views
ସାଇବେରିଆନ ପକ୍ଷୀ ଉଦ୍ଧାର
by Web Editor
ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପଇଦାପାଟଣା ପଞ୍ଚାୟତ ଝାଟିଆଳି ସାହି ବିଲ ଗୋଡାରେ ବୁଲୁଥିବା ଏକ ସାଇବେରିଆନ ପକ୍ଷୀକୁ ସାହିବାସୀ ଉଦ୍ଧାର କରିଛନ୍ତି। କେହି କେହି ଏହାକୁ ଗରୁଡ ପକ୍ଷୀ ବୋଲି ମଧ୍ୟ କହୁଛନ୍ତି। ଖବର ପାଇ ଢେଙ୍କିକୋଟ ବନପାଳ ଚିତ୍ତରଂଜନ ପରିଡ଼ା ଝାଟିଆଳି ସାହିକୁ ଯାଇ ସନ୍ଧ୍ୟାରେ ଏହି ବିରଳ ପକ୍ଷୀଟିକୁ ଉଦ୍ଧାର କରି ଘଟଗାଁ ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଛନ୍ତି। ପ୍ରାଥମିକ ଚିକିତ୍ସା ଓ ସ୍ଵାସ୍ଥ୍ୟ ପରୀକ୍ଷା ପରେ ପକ୍ଷୀଟିକୁ ଛାଡ଼ି ଦିଆଯିବ ବୋଲି... Read More