ବାଲେଶ୍ଵର : ଏକ ସାପ ବିଷ ରାକେଟର ପର୍ଦ୍ଦାଫାଶ। ଚଢ଼ାଉ ବେଳେ ଉଦ୍ଧାର ହେଲେ ୨୫ଟି ନାଗ ସାପ । ବାଲେଶ୍ୱର ବନଖଣ୍ଡ ବାଲିଆପାଳ ପଞ୍ଚପଲ୍ଲୀରୁ ଚଢ଼ାଉ ବେଳେ ୨୫ ନାଗ ସାପ ଉଦ୍ଧାର କରିଛି ବନ ବିଭାଗ। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ବିଷ ପାଇଁ ଏସବୁ ସାପ ବାହାର ରାଜ୍ୟକୁ ଚାଲାଣ ହେଉଥିବା କୁହାଯାଉଛି । ରାଜ୍ୟ ବାହାରକୁ ସାପ ବିଷ ରାକେଟ ଲମ୍ବିଥିବା କହିଛି ବନ ବିଭାଗ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
cobras, criminal operation, endangered species, forest authorities, Forest Department, illegal activities, illegal wildlife trade, law enforcement, law enforcement action, reptile trafficking, rescue operation, Snake poison racket, snake rescue, snake trafficking, wildlife conservation, wildlife rescue