0 Comment
ପବିତ୍ର ନବରାତ୍ରିର ଆଜି ହେଉଛି ଷଷ୍ଠ ଦିନ।ଏହିଦିନ ଦେବୀ ଦୁର୍ଗା ମାଆ କାତ୍ୟାୟନୀ ରୂପରେ ପୂଜା ପାଇବେ । ଦେବୀଙ୍କ କାତ୍ୟାୟନୀ ନାମ ପଛରେ ରହିଛି ଏକ ସୁନ୍ଦର ପୌରାଣିକ କାହାଣୀ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ। ଭଗବାନ କୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ବ୍ରଜର ଗୋପୀ ମାନେ ତାଙ୍କୁ ଯମୁନା ତଟରେ ପୂଜା କରିଥିଲେ। ଏହା ବ୍ରଜ... Read More