ଓ୍ବାଶିଂଟନ : ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ଅଧିକାଂଶ ମୃତ୍ୟୁ ହାୱାଇର ମାଉଇ କାଉଣ୍ଟି ଅଞ୍ଚଳରେ ଘଟିଛି। ଉଲ୍ଲେଖନୀୟ ଯେ, ଅନେକ ଅଞ୍ଚଳରେ ନିଆଁକୁ ନିୟନ୍ତ୍ରଣ କରାଯାଇନାହିଁ। ହାୱାଇ ଗଭର୍ଣ୍ଣର ଜୋଶ ଗ୍ରୀନ କହିଛନ୍ତି ଯେ କେବଳ ମାଉଇରେ ମୃତକଙ୍କ ସଂଖ୍ୟା ୫୯ରେ ପହଞ୍ଚିଛି।

August 12, 2023
0 Comment
248 Views
ହାଓ୍ବାଇ ଜଙ୍ଗଲରେ ଲାଗିଥିବା ନିଆଁରେ ମୃତକଙ୍କ ସଂଖ୍ୟା ୬୭ ଛୁଇଁଲା
by Editor