ନୟାଗଡ : ନୟାଗଡରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଶାଶୁଙ୍କ ଗଳାକାଟି ହତ୍ୟା କଲା ଜ୍ୱାଇଁ। ରଣପୁର ବ୍ଲକ କୋଟଣୀଶିଳା ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡିଛି। ଶରତ ବେହୁରାଙ୍କ ସ୍ତ୍ରୀଙ୍କୁ ଗଳାକାଟି ଜ୍ୱାଇଁ ହତ୍ୟା କରିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ଜ୍ୱାଇଁକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।

June 10, 2024
0 Comment
89 Views
ଶାଶୁଙ୍କ ଗଳାକାଟି ହତ୍ୟା କଲା ଜ୍ୱାଇଁ
by Editor