ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଲିତଙ୍କର ଶେଷ କାର୍ଯ୍ୟ ଦିବସ । ବୁଧବାର ସେ ଅବସର ନେବେ । ଅନ୍ତିମ ଦିନରେ ସିଜେଆଇ ୬ଟି ବଡ଼ ମାମଲା ଉପରେ ରାୟ ଶୁଣାଇବେ। ତାଙ୍କ ପରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଓ୍ବାଇଭି ଚନ୍ଦ୍ରଚୂଡ଼ ସିଜେଆଇ ଭାବେ ଦାୟିତ୍ବ ଗ୍ରହଣ କରିବେ । ସେପଟେ ମଙ୍ଗଳବାର ଠାରୁ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ ଓ୍ବାଇଭି ଚନ୍ଦ୍ରଚୂଡ଼ । ସେ ଦୁଇ ବର୍ଷ କାଳ ସିଜେଆଇ ଭାବେ ଦାୟିତ୍ବ ତୁଲାଇବେ।
November 7, 2022
0 Comment
291 Views
ଆଜି ସିଜେଆଇ ୟୁୟୁ ଲଲିତଙ୍କର ଶେଷ କାର୍ଯ୍ୟ ଦିବସ
by Editor
ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଲିତଙ୍କର ଶେଷ କାର୍ଯ୍ୟ ଦିବସ । ବୁଧବାର ସେ ଅବସର ନେବେ । ଅନ୍ତିମ ଦିନରେ ସିଜେଆଇ ୬ଟି ବଡ଼ ମାମଲା ଉପରେ ରାୟ ଶୁଣାଇବେ। ତାଙ୍କ ପରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଓ୍ବାଇଭି ଚନ୍ଦ୍ରଚୂଡ଼ ସିଜେଆଇ ଭାବେ ଦାୟିତ୍ବ ଗ୍ରହଣ କରିବେ । ସେପଟେ ମଙ୍ଗଳବାର ଠାରୁ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ ଓ୍ବାଇଭି ଚନ୍ଦ୍ରଚୂଡ଼ । ସେ ଦୁଇ ବର୍ଷ... Read More