ଭୁବନେଶ୍ବର : ଆଇଏସଏଲ୍ ୨୦୨୨-୨୩ ଟୁର୍ଣ୍ଣାମେଣ୍ଟରେ ଆଜି କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଓଡ଼ିଶା ଏଫ୍ସି ଓ କେରଲା ବ୍ଲାଷ୍ଟର। ଗୋଟିଏ ପଟେ କେରଲା ବ୍ଲାଷ୍ଟର ଲଗାତାର ସମସ୍ତ ସଂସ୍କରଣରେ ଭଲ ପ୍ରଦର୍ଶନ କରି ଆସିଛି। ଅନ୍ୟପଟେ ଓଡ଼ିଶା ଏଫ୍ସି ଘରୋଇ ଫିଲ୍ଡରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ଚଳିତ ସଂସ୍କରଣ ପୂର୍ବରୁ ଦଳ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲା। ଏହି ସଂସ୍କରଣରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳି ଗୋଟିଏ ଲେଖାଏଁ ଜିତିଛନ୍ତି।

October 23, 2022
0 Comment
310 Views
ଆଜି ଓଡ଼ିଶା ଏଫ୍ସି ଓ କେରଲା ବ୍ଲାଷ୍ଟର ମୁକାବିଲା
by Editor
ଭୁବନେଶ୍ବର : ଆଇଏସଏଲ୍ ୨୦୨୨-୨୩ ଟୁର୍ଣ୍ଣାମେଣ୍ଟରେ ଆଜି କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଓଡ଼ିଶା ଏଫ୍ସି ଓ କେରଲା ବ୍ଲାଷ୍ଟର। ଗୋଟିଏ ପଟେ କେରଲା ବ୍ଲାଷ୍ଟର ଲଗାତାର ସମସ୍ତ ସଂସ୍କରଣରେ ଭଲ ପ୍ରଦର୍ଶନ କରି ଆସିଛି। ଅନ୍ୟପଟେ ଓଡ଼ିଶା ଏଫ୍ସି ଘରୋଇ ଫିଲ୍ଡରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ଚଳିତ ସଂସ୍କରଣ ପୂର୍ବରୁ ଦଳ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲା। ଏହି ସଂସ୍କରଣରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳି ଗୋଟିଏ ଲେଖାଏଁ... Read More