ମାଲକାନଗିରି : ଟପ ମାଓ ନେତା ରାମଚନ୍ଦ୍ର ରେଡ୍ଡୀ ଓରଫ ରାଜୁର ହୃଦରୋଗରେ ମୃତ୍ୟୁ । ଛତିଶଗଡ଼ ବସ୍ତରର DZSEର ଟପ ମାଓ ନେତାର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ଅନେକ ସଶସ୍ତ୍ର ମହିଳା ଏବଂ ପୁରୁଷ ମାଓବାଦୀ ମୃତ ଶରୀରକୁ ଧରି କାନ୍ଦିବା ଦୃଶ୍ୟ ଦେଖିବାକୁ ମିଳିଛି। ରାଜୁର ମୃତ୍ୟୁ ପରେ ବସ୍ତର ଇଲାକାରେ ମାଓ ସଙ୍ଗଠନକୁ ବଡ଼ ଝଟକା ହେଇଛି। ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ମାଷ୍ଟରମାଇଣ୍ଡ ଥିଲା ରାଜୁ ।

August 19, 2023
0 Comment
231 Views
ଟପ ମାଓ ନେତା ରାମଚନ୍ଦ୍ର ରେଡ୍ଡୀଙ୍କ ହୃଦରୋଗରେ ମୃତ୍ୟୁ
by Editor