ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲା ରାଇଘର ନିକଟରେ ଏକ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୮ ଜଣ ଆହତ ହୋଇଛନ୍ତି। ରାଇଘର ଥାନା ଯୋଡେଙ୍ଗା ନିକଟରେ ଯାତ୍ରୀବାହୀ ଅଟୋ ଉପରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ମାଡ଼ି ଯାଇଥିଲା । ଅଟୋରେ ଥିବା ୨ ଜଣ ମହିଳାଙ୍କ ସମେତ ୩ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଦୁର୍ଘଟଣାରେ ୮ ଜଣ ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଅଟୋରେ ମୋଟ ୧୦ ଜଣ ଯାତ୍ରୀ ଥିଲେ ।

April 21, 2024
0 Comment
130 Views
ଅଟୋ ଉପରେ ମାଡ଼ିଗଲା ଟ୍ରକ୍ : ୩ ମୃତ , ୮ ଆହତ
by Editor
ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲା ରାଇଘର ନିକଟରେ ଏକ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୮ ଜଣ ଆହତ ହୋଇଛନ୍ତି। ରାଇଘର ଥାନା ଯୋଡେଙ୍ଗା ନିକଟରେ ଯାତ୍ରୀବାହୀ ଅଟୋ ଉପରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ମାଡ଼ି ଯାଇଥିଲା । ଅଟୋରେ ଥିବା ୨ ଜଣ ମହିଳାଙ୍କ ସମେତ ୩ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଦୁର୍ଘଟଣାରେ ୮ ଜଣ ଆହତଙ୍କ ମଧ୍ୟରୁ ୫... Read More