ମେଷ : ଆଜି ଆପଣ ପରିବାର ସହ ସମୟ କାଟିବେ । ଯାହା ଦ୍ୱାରା ଚିନ୍ତା ଦୂର ହେବ । ସେୟାର ବଜାରରେ ଟଙ୍କା ବିନିଯୋଗ ପାଇଁ ଆଜି ଏକ ଅନୁକୂଳ ଦିନ ନୁହେଁ । ଆପଣ ନିଜ ଜୀବନସାଥୀଙ୍କ ଖୁସି ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ ।
ବୃଷ : ବାହାରକୁ ବୁଲିବା ପାଇଁ ଯାଇପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ । ଆଜି ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ଆସିପାରେ । ପରିଶ୍ରମ କରିଥିବା କାମରୁ ଶୁଭ ଫଳ ମଳିବ । କ୍ୟାରିୟର ପାଇଁ ଚିନ୍ତିତ ରହିବେ ।
ମିଥୁନ: ଆଜି ଆପଣ ଖୁସି ରହିବେ ଯେଉଁଥିପାଇଁ ଆପଣ ମଧ୍ୟ କାର୍ଯ୍ୟରେ ଆଗ୍ରହୀ ହେବେ । ପରିବାର ସଦସ୍ୟଙ୍କୁ ମଧ୍ୟ ସମୟ ଦେବେ । ଆଜି ଆପଣ ଚାକିରି ପାଇବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ । ସାଙ୍ଗଙ୍କ ସହ ସମୟ କାଟିବେ । ମା’ଙ୍କ ସହ ଖୁସିରେ ରହିବେ ।
କର୍କଟ: ଆଜି ଆପଣଙ୍କୁ ସତର୍କ ରହିବାକୁ ପଡିବ । ନଚେତ କେହି ଆପଣଙ୍କ ଫାଇଦା ନେଇ ପାଇଁ ଚେଷ୍ଟା କରିପାରନ୍ତି । କଠିନ ପରିଶ୍ରମ ସହିତ ଭଲ ଫଳାଫଳ ହାସଲ କରିପାରିବେ । କିଛି କଥା ପାଇଁ ଟେନସନ ହୋଇପାରନ୍ତି । ଆପଣଙ୍କର ବିବାହ ସମ୍ବନ୍ଧୀୟ ପ୍ରସ୍ତାବ ଆସିପାରେ ।
ସିଂହ : ଆଜି ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ । କୌଣସି କାରଣରୁ ବିବାହ ଜୀବନରେ ସମସ୍ୟା ଉପୁଜିପାରେ । ଆର୍ଥିକ ଲାଭ ସମ୍ଭବ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଉତ୍ତମ ସମ୍ପର୍କ ଗଢି ପାରନ୍ତି । କିଛି ସାମାଜିକ କାର୍ଯ୍ୟରେ ଜଡିତ ହେବା ଉଚିତ୍ ।
କନ୍ୟା : ଆଜି ଆପଣ କିଛି ରୋଗରୁ ମୁକ୍ତି ପାଇପାରିବେ ଯାହା ଦୀର୍ଘ ଦିନ ଧରି ହୋଇଥିଲା । କିଛି କାର୍ଯ୍ୟକ୍ରମରେ ଯୋଗଦେବେ । ଯଦି ଆପଣ ନିଜ ଜୀବନସାଥୀଙ୍କ ଠାରୁ ଆବଶ୍ୟକୀୟ ସମର୍ଥନ ନ ପାଆନ୍ତି ତେବେ ମନରେ ଅସନ୍ତୋଷ ସୃଷ୍ଟି ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ ।
ତୁଳା : ଆଜି ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ । ଚାକିରି ପାଇଁ ଚିନ୍ତିତ ରହିବେ । ପରିବାର ସହିତ ସମୟ କାଟିବେ । ବାହାରକୁ ଯାଇ ପାରନ୍ତି । କିଛି କାରଣରୁ ଜୀବନରେ ସମସ୍ୟା ଉପୁଜିପାରେ । ଆର୍ଥିକ ସ୍ଥିତି ଖରାପ ହୋଇପାରେ । କିଛି ବଡ ଲୋକଙ୍କ ସହ ମିଶି ପାରନ୍ତି । ଲଭ୍ମେଣ୍ଟ୍ ସହ ଖୁସି ରହିବେ ।
ବିଛା: ପୁରୁଣା ସମସ୍ୟା ଆଜି ଉପୁଜିପାରେ ଏବଂ ସେଥିପାଇଁ ଚିନ୍ତିତ ରହିପାରନ୍ତି । କାହାକୁ କୌଣସି ଜିନିଷ ଦେବା ଯୋଗୁ ଅସୁବିଧା ହୋଇପାରେ । ଆପଣ ଆଜି ଭବିଷ୍ୟତ ଯୋଜନା ବିଷୟରେ ସତର୍କ ରୁହନ୍ତୁ । | ଅଭିଜ୍ଞ ବ୍ୟକ୍ତିଙ୍କ ସହ ଯୋଡି ହେବାର ଆବଶ୍ୟକତା ଅଛି । ଯେଉଁଥି ପାଇଁ ଜୀବନରେ ଆଗକୁ ଯିବେ ।
ଧନୁ : ଆଜି ଦିନଟି ଠିକ୍ ଠାକ୍ ରହିବ । ଯେଉଁଥି ପାଇଁ ପିଲାମାନେ ଅତ୍ୟନ୍ତ ଖୁସି ରହିବେ । ଲଭ୍ମେଣ୍ଟଙ୍କ ପାଇଁ ଦିନଟି ବହୁତ ହିଁ ଭଲ ରହିଛି ।ଅଫିସ୍ରେ ବସ୍ ଆପଣଙ୍କର ପ୍ରଶଂସା କରିବେ । ଚିନ୍ତା କରିଥିବା କାମ ପୂରା ହୋଇଯିବ । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଭଲ ରହିବ । ଜୀବନ ସାଥୀ କୌଣସି କାମରେ ସମ୍ପୂର୍ଣ୍ଣ ସହଯୋଗ କରିବେ ।
ମକର : ପିଲାମାନେ ମା’ ଓ ବାପାଙ୍କ ସହ ବାହାରକୁ ବୁଲିବା ପାଇଁ ଯାଇପାରନ୍ତି । ଆର୍ଥିକ ସ୍ଥିତି ପାଇଁ ଚିନ୍ତିତ ରହିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କୁ ଅସୁବିଧା ହୋଇପାରେ । ବ୍ୟବସାୟ ପାଇଁ ଦିନଟି ଠିକ୍ ଠାକ୍ ରହିବ । କୌଣସି କାମ ପାଇଁ ଚିନ୍ତିତ ରହିପାରନ୍ତି । ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ।ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ, ଆଘାତ ହେବାର ସମ୍ଭାବନା ଅଛି ।
କୁମ୍ଭ : ପିଲାମାନଙ୍କୁ ଗୁରୁଜନଙ୍କ ଆଶିର୍ବାଦ ମଳିବ । ସାଙ୍ଗଙ୍କ ସହ ଭଲ ସମୟ କଟିବ । କିଛି କାମ ପାଇଁ ଖୁସି ରହିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ ।କିଛି କରିଥିବା କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି । ମନରୁ କରିଥିବା କାମ ପୂରା ହୋଇଯିବ । ବ୍ୟବସାୟରେ ଲାଭ ମଳିପାରେ । ନିଜ ଜିନିଷର ଧ୍ୟାନ ରହିଖିବେ, ନଚେତ ହଜିବାର ସମ୍ଭାବନା ରହିଛି ।କିଛି ନୂଆ ସାଙ୍ଗ ହୋଇପାରନ୍ତି ।
ମୀନ : ଆଜି ଆପଣଙ୍କ ଦିନଟି ଠିକ୍ ଠାକ୍ ରହିବ । ସ୍ୱାସ୍ଥ୍ୟ ଠିକ୍ ରହିବ ।ପୂର୍ବରୁ କରିଥିବା କାମର ଶୁଭ ଫଳ ମଳିବ । ରୋଜଗାର କରିବା ପାଇଁ ନୂଆ ନୂଆ ରାସ୍ତା ମଳିଯିବ ।କିଛି କାମ ପାଇଁ ଅନ୍ୟ ଜଣଙ୍କୁ ସାହାର୍ଯ୍ୟ କରିବେ । ଘର କାମ ପାଇଁ ଜୀବନସାଥୀଙ୍କ ସହଯୋଗ ମଳିପାରେ । ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ । ଦାମ୍ପତ୍ୟ ଜୀବନରେ ଖୁସି ମଳିବ ।