ମେଷ: ଆଜି ସନ୍ତାନ ସୁଖ ପ୍ରାପ୍ତି ହେବ। ପରିବାରର ସମସ୍ତ ଲୋକଙ୍କ ମଧ୍ୟରେ ତାଳମେଳ ବଜାୟ ରହିବ। ଆପଣ କ୍ଳାନ୍ତ ଅନୁଭବ କରିବେ।
ବୃଷ: ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ଭଲ କମ୍ପାନୀରୁ ଚାକିରି ସୁଯୋଗ ରହିଛି। ପିଲାଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ।
ମିଥୁନ: କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ଭେଟିପାରନ୍ତି। କାମ ପ୍ରତି ଏକାଗ୍ରତା ବଜାୟ ରଖନ୍ତୁ। ଅଫିସରେ କିଛି ନୂଆ କାମ ଦିଆଯାଇପାରେ।
କର୍କଟ: ଆଜି ବ୍ୟସ୍ତ ରହିବେ। କୌଣସି ସମାରୋହରେ ଯିବାକୁ ମଉକା ମିଳିବ। ପାରିବାରିକ ପରିବେଶ ସୁଖଦ ହେବ। ଟିକିଏ ଭାବପ୍ରବଣ ରହିବେ।
ସିଂହ: ଆଖପାଖର ଲୋକଙ୍କଠାରୁ ସାହାଯ୍ୟ ମିଳିବ। ବ୍ୟବସାୟ କ୍ଷେତ୍ରରେ ଲାଭ ପାଇବେ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ।
କନ୍ୟା: ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ବୁଲିବାକୁ ଯୋଜନା କରିବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଧନ ଲାଭ ହୋଇପାରେ।
ତୁଳା: ଜୀବନର କୌଣସି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ବ୍ୟବସାୟରେ ଉତ୍ଥାନ-ପତନର ସ୍ଥିତି ଆସିବ। ପାରିବାରିକ ଜୀବନରେ ସୁଖ ଆସିବ।
ବିଛା: ଆଜି ଆପଣଙ୍କ ପାଇଁ ଦିନଟି ଭଲ। ସାଙ୍ଗମାନଙ୍କ ସହିତ ମଉଜ ମସ୍ତିରେ ସମୟ ବିତାଇବେ। ଆଜି କୌଣସି ବଡ଼ ନିଷ୍ପତ୍ତି ନେବେ।
ଧନୁ: ଆଜିର ଦିନ ହସଖୁସିରେ କଟିବ। ନୂତନ ଉତ୍ସରୁ ଟଙ୍କା ପାଇବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ରହିବେ। ଆପଣ କିଛି ଭଲ ଖବର ପାଇବେ।
ମକର: ଆଜି ଅଫିସ୍ କାର୍ଯ୍ୟ ସମାପ୍ତ କରିବାକୁ ଏକ ନୂତନ ଯୋଜନା ପ୍ରସ୍ତୁତ କରିବେ। ଆଜି ସନ୍ତାନଠାରୁ ଆପଣଙ୍କୁ ସୁଖ ମିଳିବ।
କୁମ୍ଭ: ଆଜି ଏକ ଶୁଭ ଦିନ। ଆପଣ କାର୍ଯ୍ୟକୁ ନେଇ ବହୁତ ଉତ୍ସାହିତ ରହିବେ। ସନ୍ତାନଠାରୁ ଶୁଭ ଖବର ପାଇବେ। ମନ ଖୁସି ରହିବ।
ମୀନ: ଆଜି ମନରେ ଉତ୍ସାହ ଏବଂ ଆତ୍ମବିଶ୍ୱାସ ରହିବ। ପାରିବାରିକ ଦୃଷ୍ଟିକୋଣରୁ ଦିନଟି ଭଲ। ଚାକିରିରେ ପଦୋନ୍ନତି ପାଇପାରନ୍ତି।