ବରଗଡ଼ : ବରଗଡ଼ଧନୁଯାତ୍ରା ମହୋତ୍ସବ ପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ଠାରେ ନୂତନ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ କଂସ ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ୪୨ ଜଣ କଳାକାର। ସେମାନଙ୍କ ମଧ୍ୟରୁ ହୃଷିକେଶ ଭୋଇଙ୍କୁ କଂସ ଭୂମିକାରେ ଅଭିନୟ ପାଇଁ ଚୟନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଗାମୀ ଡିସେମ୍ବର ୨୭ରୁ ଜାନୁଆରୀ ୧୧ ଯାଏଁ ଅନୁଷ୍ଠିତ ହେବ ବରଗଡ଼ ଧନୁଯାତ୍ରା।

November 11, 2022
0 Comment
332 Views
ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା : ହୃଷିକେଶ ଭୋଇ ହେଲେ ନୂଆଁ କଂସ
by Editor