ମେଷ: ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ପରିବାର ଲୋକଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାପାଙ୍କ ସମର୍ଥନ ପାଇବେ। ଖର୍ଚ୍ଚ ଅଧିକ ହେବ। ଶିକ୍ଷାଗତ କାର୍ଯ୍ୟରେ ସମ୍ମାନ ମିଳିବ।
ବୃଷ: ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସମର୍ଥନ ପାଇବେ। ଜୀବନସାଥୀ ସାଥ୍ ଦେବେ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ସନ୍ତୋଷଜନକ ରହିବ। କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ।
ମିଥୁନ: ଅଯଥା ଝଗଡ଼ାରୁ ଦୂରରେ ରୁହନ୍ତୁ। କର୍ମକ୍ଷେତ୍ରରେ ସମସ୍ୟା ହୋଇପାରେ। ପରିବାରର ସମର୍ଥନ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଜୀବନସାଥୀଙ୍କ ସମର୍ଥନ ପାଇବେ।
କର୍କଟ: ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ। ମନ ଖୁସି ରହିବ। ଆତ୍ମସଂଯତ ରୁହନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ମାନସିକ ଶାନ୍ତି ରହିବ।
ସିଂହ: ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ବ୍ୟବସାୟିକ ସ୍ଥିତିରେ ସୁଧାର ଆସିବ। ଭାଇ, ଭଉଣୀଙ୍କ ସହଯୋଗ ମିଳିପାରେ। ଆୟ ବୃଦ୍ଧି ପାଇବ। ଲାଭର ଅବସର ପାଇବେ। ସୁସ୍ୱାଦୁ ଖାଦ୍ୟ ପ୍ରତି ରୁଚି ବଢ଼ିବ।
କନ୍ୟା: ମନ ଶାନ୍ତ ରହିବ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। କଠିନ ପରିଶ୍ରମ ଅଧିକ ହେବ। ପରିବାରରେ ଧାର୍ମିକ କାର୍ଯ୍ୟ ହେବ।
ତୁଳା: ମନରେ ନିରାଶା ଭାବନା ରହିପାରେ। ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ। ଜଣେ ବନ୍ଧୁଙ୍କଠାରୁ ସହଯୋଗ ମିଳିପାରେ। ବାହନ ସୁଖ ମିଳିପାରେ। ଚାକିରିରେ ଉନ୍ନତିର ଅବସର ମିଳିପାରେ।
ବିଛା: ଆତ୍ମବିଶ୍ୱାସ ଭରପୂର ହେବ। ଶୈକ୍ଷିକ ଏବଂ ବୌଦ୍ଧିକ କାର୍ଯ୍ୟରେ ରୁଚି ବଢ଼ିପାରେ। ବ୍ୟବସାୟରେ ଲାଭ ମିଳିବ। ଚାକିରିରେ ଉନ୍ନତି ଯୋଗ ରହିଛି। କର୍ମକ୍ଷେତ୍ରରେ ସମସ୍ୟା ଆସିପାରେ।
ଧନୁ: ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ଚାକିରିରେ ଉନ୍ନତି ଯୋଗ ରହିଛି। ମାନ ସମ୍ମାନ ପାଇବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ଉଚ୍ଚ ପଦ ପ୍ରାପ୍ତ ହୋଇପାରେ।
ମକର: ଆତ୍ମବିଶ୍ୱାସ ଭରପୂର ରହିବ। କ୍ରୋଧରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ। ପାରିବାରିକ ଜୀବନ ସୁଖମୟ ହେବ। ମାନସିକ ଶାନ୍ତି ରହିବ। ଏକ ଯାତ୍ରାରେ ଯାଇପାରନ୍ତି।
କୁମ୍ଭ: ପରିବାର ଲୋକଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାପାଙ୍କ ସମର୍ଥନ ପାଇବେ। ଖର୍ଚ୍ଚ ବୃଦ୍ଧି ପାଇବ। ଆୟରେ ସୁଧାର ଆସିବ। ଚାକିରିରେ କାର୍ଯ୍ୟଭାର ବଢ଼ିପାରେ। ଭାଇ, ଭଉଣୀଙ୍କ ସମର୍ଥନ ପାଇବେ।
ମୀନ: ଧାର୍ମିକ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। ବ୍ୟବସାୟିକ ଯାତ୍ରା ଲାଭଦାୟକ ହେବ। ଚାକିରିରେ ପଦୋନ୍ନତି ସୁଯୋଗ ରହିଛି। ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ।