ଭୁବନେଶ୍ୱର : ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଓଡ଼ିଶାରେ ଏନଡିଆରଏଫ ପକ୍ଷରୁ ୨୦ଟି ଓ ପଶ୍ଚିମବଙ୍ଗରେ ୧୩ଟି ଟିମ୍ ମୁତୟନ କରାଯାଇଛି। ଏନଡିଆରଏଫ ଡିଆଇଜି ମୋହସେନ ସାହିଦି କହିଛନ୍ତି, ପଶ୍ଚିମବଙ୍ଗରେ ୪ଟି ଟିମକୁ ରିଜର୍ଭରେ ରଖାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ଭାଇଜାଗରେ ମଧ୍ୟ ପ୍ରସ୍ତୁତି କରାଯାଇଛି। ଏନଡିଆରଏଫ ଡିଆଇଜି କହିଛନ୍ତି ଯେ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଟିମ୍ ରହିଛି। ଆସନ୍ତାକାଲି ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଆଜି ସର୍ବାଧିକ ସ୍ଥାନାନ୍ତର କରାଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
October 23, 2024
0 Comment
33 Views
ବାତ୍ୟା ‘ଦାନା’ ପାଇଁ ଓଡ଼ିଶାରେ ୨୦ ଏନଡିଆରଏଫ ଟିମ ମୁତୟନ
by Editor
ଭୁବନେଶ୍ୱର : ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଓଡ଼ିଶାରେ ଏନଡିଆରଏଫ ପକ୍ଷରୁ ୨୦ଟି ଓ ପଶ୍ଚିମବଙ୍ଗରେ ୧୩ଟି ଟିମ୍ ମୁତୟନ କରାଯାଇଛି। ଏନଡିଆରଏଫ ଡିଆଇଜି ମୋହସେନ ସାହିଦି କହିଛନ୍ତି, ପଶ୍ଚିମବଙ୍ଗରେ ୪ଟି ଟିମକୁ ରିଜର୍ଭରେ ରଖାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ଭାଇଜାଗରେ ମଧ୍ୟ ପ୍ରସ୍ତୁତି କରାଯାଇଛି। ଏନଡିଆରଏଫ ଡିଆଇଜି କହିଛନ୍ତି ଯେ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଟିମ୍ ରହିଛି। ଆସନ୍ତାକାଲି ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଆଜି ସର୍ବାଧିକ ସ୍ଥାନାନ୍ତର କରାଯିବ... Read More