ପୁରୀ : ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ୫-ଟି ସଚିବ ଭିକେ ପାଣ୍ଡିଆନ୍ । ଗତ ଗୁରୁବାର ରାତିରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ ମଧ୍ୟ କରିଥିଲେ । ଯଥାଶୀଘ୍ର ଏହି କାର୍ଯ୍ୟ ସାରିବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ । ନିର୍ମାଣ ଚାଲିଥିବା କାର୍ଯ୍ୟଗୁଡିକ ଉନ୍ନତମାନର କରାଯାଉଛି କି ନାହିଁ ତାହା ଉପରେ ମଧ୍ୟ ତଦାରଖ କରିଥିଲେ । ଏହି ସମୟରେ ପୁରୀ ଜିଲାପାଳ ସମର୍ଥ ବର୍ମା, ଓବିସିସି ଅଧିକାରୀ ମାନେ ଉପସ୍ଥିତ ଥିଲେ ।
![](https://theajikali.com/wp-content/uploads/2022/08/WhatsApp-Image-2022-08-19-at-9.53.21-AM-1.jpeg)
August 19, 2022
0 Comment
333 Views
ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ୫-ଟି ସଚିବ
by Editor
ପୁରୀ : ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ୫-ଟି ସଚିବ ଭିକେ ପାଣ୍ଡିଆନ୍ । ଗତ ଗୁରୁବାର ରାତିରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ ମଧ୍ୟ କରିଥିଲେ । ଯଥାଶୀଘ୍ର ଏହି କାର୍ଯ୍ୟ ସାରିବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ । ନିର୍ମାଣ ଚାଲିଥିବା କାର୍ଯ୍ୟଗୁଡିକ ଉନ୍ନତମାନର କରାଯାଉଛି କି ନାହିଁ ତାହା ଉପରେ ମଧ୍ୟ ତଦାରଖ କରିଥିଲେ । ଏହି... Read More